Browsing Tag

japur loot

ତେଲେଙ୍ଗା ବସ୍ତିରେ କୋରାଇ ପୋଲିସ ପକ୍ଷରୁ ଅତର୍କିତ ଚଢାଉ,୨୨୩ ଗ୍ରାମ ସୁନା ଅଳଙ୍କାର, ୧ କେଜି ୬୧ ଗ୍ରାମ ରୂପା…

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା କୋରାଇ ପୋଲିସକୁ ବଡ଼ ସଫଳତା । ତେଲେଙ୍ଗା ବସ୍ତିରେ ପୋଲିସ ପକ୍ଷରୁ ଅତର୍କିତ ଚଢାଉ ୩ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୨୩ ଗ୍ରାମ ସୁନା ଅଳଙ୍କାର, ୧ କେଜି ୬୧ ଗ୍ରାମ ରୂପା ଅଳଙ୍କାର, ନଗଦ ୩ ଲକ୍ଷ ୪ ହଜାର ଟଙ୍କା, ଏକାଧିକ ଏଟିଏମ୍‌ କାର୍ଡ଼…