ମୋ ଲୋକପ୍ରିୟତାରୁ ଫାଇଦା ଉଠାଇଥିଲେ ଜସଲିନ୍, ବିଗ୍ ବସରୁ ବାହାରି ବଡ଼ ଖୁଲାସା କଲେ ଅନୁପ ଜଲୋଟା
ମୁମ୍ବାଇ : ବିଗବସ୍ ସିଜନ୍ ୧୨ରେ ଗତ ସପ୍ତାହରେ ଘରୁ ବିଦା ହୋଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁପ ଜଲୋଟା। ବିଗବସ ଘରୁ ବାହାରିବା ପରେ ଏବେ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଗାୟକ। ମିଡିଆ ସହ ଇଣ୍ଟରଭ୍ଯୁ ସମୟରେ ସେ ଖାଲି ଘର ଭିତର ଅବସ୍ଥା ବିଷୟରେ କହି ନାହାନ୍ତି ବରଂ ତାଙ୍କର ଜସଲିନଙ୍କ ସହ…