ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା : ଯବାନଙ୍କୁ ପ୍ରଥମେ ଅପହରଣ, ତା’ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା
ଶ୍ରୀନଗର : ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା । ଜଣେ ଯବାନଙ୍କୁ ପ୍ରଥମେ ଅପହରଣ, ତା'ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା କରିଛନ୍ତି । ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳରୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା କନଷ୍ଟେବଳ ଜାଭିଦ ଅହମ୍ମଦ ଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁଲଗାମ୍…