ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ: ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ଖେଳିବେ
କେନ୍ୟୁଜ୍(ବ୍ୟୁରୋ): ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ । ୮ଟି ଇଭେଣ୍ଟ ଫାଇନାଲ୍ ଥିଲେ ବି ସବୁ ଭାରତୀୟଙ୍କ ନଜର ଜାଭଲିନ୍ ଉପରେ ରହିବ। ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏହା ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଆଜି ନୀରଜ…