Browsing Tag

Jawaani Jaaneman

ଜବାନୀ ଜାନେମନର ଆଉ ଏକ ଗୀତ ଓଲେ ଓଲେ ରିଲିଜ୍‌, ଫନି ଅନ୍ଦାଜ୍‌ରେ ନଜର ଆସିଲେ ଛୋଟେ ନଓ୍ଵାବ୍‌

ବଲିଉଡ୍‌ର ଛୋଟେ ନଓ୍ଵାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚାବାଲାଙ୍କ ଜବାନୀ ଜାନେମନର ଆଉ ଏକ ଗୀତ ଓଲେ ଓଲେ ୨.୦ ରିଲିଜ୍‌ ହୋଇଛି। ଏହି ଗୀତ ୧୯୯୪ ମସିହାରେ ରିଲିଜ୍‌ ହୋଇଥିବା ସେଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ୟେ ଦିଲ ଲଗିର ଟାଇଟଲ୍‌ ଗୀତର ରିମିକ୍ସ। ଗୀତରେ ସୈଫ…