Browsing Tag

jay shah

ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପାକିସ୍ତାନ ଯିବନି କି ପାକିସ୍ତାନ ଭାରତ ଆସିବ ନାହିଁ, ୨୦୨୭ ପର୍ଯ୍ୟନ୍ତ ଏଭଳି ରହିବ

ଭାରତ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ କି ପାକିସ୍ତାନ ଦଳ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବ ନାହିଁ । ଏସିଆ କପ୍, ମହିଳା ବିଶ୍ବକପ ହେଉ କିମ୍ବା କୌଣସି ଆଇସିସି ଇଭେଣ୍ଟ, ୨୦୨୭ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ପରସ୍ପର ସହିତ ଖେଳିବେ ନାହିଁ ।…

ଆଇପିଏଲ ଖେଳୁଥିବା ଭାରତୀୟ ଖେଳାଳିଙ୍କୁ ମିଳିବ ମ୍ୟାଚ୍‌ ଫି’, ବିସିସିଆଇ ନେଲା ନିଷ୍ପତ୍ତ

ଆଇପିଏଲ ୨୦୨୫ ପୂର୍ବରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ । ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା ଖେଳାଳିଙ୍କୁ ମିଳିବ ମ୍ୟାଚ୍ ଫି’ । ଏହି ମ୍ୟାଚ ଫି’ ବିସିସିଆଇ ତରଫରୁ ମିଳିବ । ଜଣେ ଖେଳାଳିକୁ ପ୍ରତି ମ୍ୟାଚ୍ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ । ଯଦି ଜଣେ ଖେଳାଳି…

ଆଇସିସି ଚେୟାରମ୍ୟାନ ଚୟନ ହେବା ପରେ ଜୟ ଶାହଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟ ସେଲିବ୍ରିଟି, ଜାଣନ୍ତୁ କିଏ କଣ କହିଲେ

ବିସିସିଆଇ ପାଇଁ ଐତହାସିକ ନିଷ୍ପତ୍ତି ନେଇଥିବା ସଚିବ ଜୟ ଶାହ ଏବେ ନୂଆ ଦାୟିତ୍ୱ ସମ୍ଭାଳିବେ । ଜୟ ଶାହ ଆଇସିସି ର ନୂଆ ଚେୟାରମ୍ୟାନ ଭାବେ ଚୟନ ହୋଇଛନ୍ତି । ୩୫ ବର୍ଷୀୟ ଜୟ ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଡିସେମ୍ବର ୧ ତାରିଖରୁ କାର୍ଯ୍ୟଭାର ସମ୍ଭାଳିବେ । ଜଗମୋହନ ଡାଲମିଆ,…

ICC ଚେୟାରମ୍ୟାନ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜୟ ଶାହ, ଡିସେମ୍ବର ୧ରୁ ସମ୍ଭାଳିବେ କାର୍ଯ୍ୟଭାର

ICC ଚେୟାରମ୍ୟାନ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏପର୍ଯ୍ୟନ୍ତ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳୁଥିବା ଜୟ ଶାହ ଡିସେମ୍ବର ୧ ତାରିଖରୁ ଆଇସିସି ଚେୟାରମ୍ୟାନ ପଦ ସମ୍ଭାଳିବେ । ଆଇସିସି ଚେୟାରମ୍ୟାନ ପଦ ସମ୍ଭାଳିଥିବା ୫ମ ଭାରତୀୟ ହେଉଛନ୍ତି ଜୟ ଶାହ…

ଜୟ ଶାହଙ୍କ ପରେ ରୋହନ ଜେଟଲୀ ହୋଇପାରନ୍ତି ବିସିସିଆଇ ସଚିବ, ରୋହନଙ୍କ ନାମକୁ ସହମତି ଦେଇଛି BCCI

ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବ । ତେଣୁ ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆଉ ଯଦି ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ ହୁଅନ୍ତି, ତେବେ ବିସିସିଆଇ ସଚିବ ପଦ ଖାଲି ପଡିବ । ଆଉ…

ICC ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହ, ତୃତୀୟ ଟର୍ମ ରେସରୁ ଓହରିଲେ ଗ୍ରେଗ ବାର୍କଲେ

ବିସିସିଆଇ ସଚିବ ଜୟ ଶାହ ହୋଇ ପାରନ୍ତି ଆଇସିସିର ନୂଆ ଚେୟାରମ୍ୟାନ୍‌ । ଆଇସିସିର ବର୍ତ୍ତମାନ ଚେୟାରମ୍ୟାନ ଗ୍ରେଗ୍‌ ବାର୍କଲେଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବାକୁ ଯାଉଛି । ତୃତୀୟ ଟର୍ମ ରେସରୁ ଗ୍ରେଗ ବାର୍କଲେ ଓହରିବା ପରେ ଜୟଙ୍କ ଦାବିଦାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ଭାରତୀୟ ଟିମ ଫ୍ୟାନ୍ସଙ୍କୁ ପ୍ରତିଶ୍ରୁତି ଦେଲେ ଜୟ ଶାହ, ୨୦୨୩ ଭୁଲ୍‌ ଆଉ ପୁନଃରାବୃତ୍ତି ହେବନି

ଫ୍ୟାନ୍ସଙ୍କୁ ପ୍ରତିଶ୍ରୁତି ଦେଲେ ବିସିସିଆଇ ସଚିବ ଜୟ ଶାହ । ଭାରତୀୟ ଟିମ୍‌ ସହିତ ୨୦୨୩ରେ ହୋଇଥିବା ଭୁଲ୍‌କୁ ଆଉ ପୁନଃରାବୃତ୍ତି ନାହିଁ ବୋଲି ଜୟ ଶାହ କହିଛନ୍ତି । ଆଇପିଏଲ ୨୦୨୩ ଏବଂ ବିଶ୍ୱ ଚାମ୍ପିଅନସିପ ୨୦୨୩ ଫାଇନାଲ ମଧ୍ୟରେ ବହୁତ କମ୍‌ ସମୟ ବ୍ୟବଧାନ ରହିଥିଲା । ଯାହାର କ୍ଷତି…

ଆଇପିଏଲ ୨୦୨୪ : ଗ୍ରାଉଣ୍ଡମ୍ୟାନ ଏବଂ କ୍ୟୁରେଟର୍ସ ପାଇଁ ଟଙ୍କା ବର୍ଷା କଲା ବିସିସିଆଇ, ପୁରସ୍କାର ଭାବେ ମିଳିବ ଲକ୍ଷ…

କୋଲକତା ନାଇଟ ରାଇଡର୍ସ ପୁଣିଥରେ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି । ଟିମ୍‌ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି । ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ଟଙ୍କା…

ବିସିସିଆଇର ଘୋଷଣା : ଟେଷ୍ଟ ଖେଳାଳିଙ୍କୁ ମ୍ୟାଚ ଫି ସହିତ ମିଳିବ ଜବରଦସ୍ତ ଇନସେଣ୍ଟିଭ

ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୪-୧ରେ ବିଜୟୀ ହୋଇଛି । ଭାରତୀୟ ଟିମ୍‌ ଧର୍ମଶାଳାରେ ଏହି ମ୍ୟାଚ ଜିତିବା ପରେ ବିସିସିଆଇ ସଚିବ ଜୟ ଶାହ ଏକ ପୋଷ୍ଟ ଜାରି କରିଛି । ଭାରତୀୟ ଟିମର କ୍ରିକେଟରଙ୍କ ପାଇଁ ‘ଟେଷ୍ଟ…

ଏସିଆନ କ୍ରିକେଟ କାଉନସିଲ ଅଧ୍ୟକ୍ଷ ହେଲେ ବିସିସିଆଇ ସଚିବ ଜୟ ଶାହ, ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ

ବିସିସିଆଇ ସଚିବ ଜୟ ଶାହ ଲଗାତାର ତୃତୀୟ ଥର ପାଇଁ ଏସିଆନ କ୍ରିକେଟ କାଉନସିଲ ବା ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି…

ଏସିଆ କପ୍‌ ୨୦୨୩: କ୍ରିକେଟ୍‌ର ପ୍ରଚ୍ଛଦପଟ ନାୟକଙ୍କୁ ସଲାମ୍‌! ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କୁ ମିଳିଲା ୪୨ ଲକ୍ଷ ପୁରସ୍କାର…

ଏସିଆ କପ୍‌ ଫାଇନାଲ୍‌ରେ ଭାରତୀୟ ବୋଲର୍‌ମାନେ ଶ୍ରୀଲଙ୍କା ଟିମ୍‌କୁ ଧରାଶାୟୀ କରି ଦେଇଥିଲେ। ମହମ୍ମଦ ସିରାଜ୍‌ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନ ଥିଲା ଶ୍ରୀଲଙ୍କା ଏବଂ ପୂରା ଟିମ୍‌ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। କିନ୍ତୁ ଏହାରି ଭିତରେ ବିସିସିଆଇ ସଚିବ ତଥା ଏସିଆନ…

ବିଶ୍ୱକପ ୨୦୨୩ ଆୟୋଜନ କରୁଥିବା ସମସ୍ତ ଷ୍ଟେଟ ଆସୋସିଏସନକୁ ଚିଠି ଲେଖିଲା ବିସିସିଆଇ, ସମସ୍ତଙ୍କୁ କଲା ଏମିତି ନିବେଦନ

ବିଶ୍ୱକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତ କରୁଛି । ବିସିସିଆଇ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ବିସିସିଆଇ ସଚିବ ଜୟ ଶାହା…