Browsing Tag

jaya bachhan

ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡରୁ ସୁସ୍ଥ ହେବା ପରେ ଏବେ ଜୟା ହେଲେ କରୋନା ସଂକ୍ରମିତ, ଅଧାରେ ରହିଲା ଫିଲ୍ମ ସୁଟିଂ

୨୦୨୦ ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡ ସଂକ୍ରମିତ ହୋଇଥିଲେ। ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଅଭିଷେକ ବଚ୍ଚନ ଇତ୍ୟାଦି କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇନଥିଲେ। ହେଲେ ଏବେ ଜୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। କରଣ ଜୋହରଙ୍କ ଆଗାମୀ ଫିଲ୍ମ…

ବିଗ୍ ବିଙ୍କୁ ଭାରି ପଡିଗଲା ପତ୍ନୀ ଏବଂ ନେତାଙ୍କ ଉପରେ ଟୁଇଟ୍, ଦେଖନ୍ତୁ କେମିତି ଟ୍ରୋଲ୍ କଲେ ୟୁଜର୍ସ

କେବଳ ଫିଲ୍ମରେ ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ବଲିଉଡ୍ ଶେହେନ୍ସା । ଅନେକ ସମୟରେ ଅନେକ ବିଷୟବସ୍ତୁକୁ ନେଇ ବିଗ୍ ବି ଟୁଇଟ୍ କରିଥାନ୍ତି । ନିକଟରେ ବିବାହିତ ଦମ୍ପତ୍ତି ଏବଂ ନେତାମାନଙ୍କ ଉପରେ ଚୁଟକି ନେଇ ଏକ ଜୋକ୍ ସେୟାର୍ କରିଛନ୍ତି ଅମିତାଭ୍ । ଯାହା ସୋସିଆଲ୍ ମିଡିଆରେ…

ରାଜଧାନୀରେ ନିମକି ପାଇଁ ପହଞ୍ଚିଲେ ସାଂସଦ ଜୟା ବଚ୍ଚନ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ । ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି... ନିମ୍ପୁରରୁ ନବୀନ ନିବାସ। ଏହାର ପ୍ରିମିୟର ସୋରେ ଜୟା ଯୋଗଦେବେ । ସାରା ଓଡ଼ିଶାର ୬୦ରୁ ଅଧିକ ସିନେମା ହଲରେ ଏହି ସିନେମା ମୁକ୍ତିଲାଭ କରିବ।…

ନିମକି ଦେଖିବେ ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ

ଆସୁଛି ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ । ନିମକି, ନିମପୁରରୁ ନବୀନ ନିବାସ। ଏହି ଫିଲ୍ମର ସ୍କ୍ରିନିଂରେ ଯୋଗ ଦେବେ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ। ପ୍ରଯୋଜନା ସଂସ୍ଥା ଏହାର ସୂଚନା ଦେଇଛନ୍ତି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା । ନିପଟ ମଫସଲ ଗାଁର ଝିଅ ନିମକି। ମୁଖ୍ୟମନ୍ତ୍ରୀ…