ଆରଡି ଆଖଣ୍ଡଳମଣୀଙ୍କ ମନ୍ଦିରରେ ଦେବୀ ଜୟଦୁର୍ଗାଙ୍କ ମହାନବମୀ ପୂଜା, ମହିଂସାମର୍ଦ୍ଧିନୀ ବେଶରେ ଦର୍ଶନ ଦେବେ ମା
ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ମା ଜୟଦୁର୍ଗାଙ୍କର ମହାନବମୀ ପୂଜା ଚାଲୁଥୁବା ବେଳେ, ପୀଠରେ ଥିବା ମୃଣୟ ମୂର୍ତୀ ପାଖରେ ଅଷ୍ଟମୀ ପୂଜା ରିନିତିନୀତି ଅନୁସାରେ ଚାଲିଛି । ତେବେ ଗତକାଲି ପୀଠ ଦେବୀଙ୍କ ପାଖରେ ମହାଅଷ୍ଟମୀ…