Browsing Tag

jaypur voting

ଜୟପୁର ନିର୍ବାଚନଣ୍ଡଳୀର କିଛି ସ୍ଥାନରେ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ

ଜୟପୁର(କେନ୍ୟୁଜ୍) : ଜୟପୁର ନିର୍ବାଚନଣ୍ଡଳୀର କିଛି ସ୍ଥାନରେ ରାତି ୧୨ ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଜୟପୁର, ବୋରିଗୁମ୍ମା ଓ ବିଶିପୁରରୁ ୪ଟି ବୁଥ୍‌ରେ ମତଦାନ ଚାଲିଥିଲା। ନିୟମ ଅନୁଯାୟୀ ନିର୍ଦ୍ଦାରିତ ସମୟ ଭିତରେ ଯେଉଁ ମାନେ ଧାଡ଼ିରେ ଠିଆ ହୋଇଥିବେ ସେମାନଙ୍କୁ ଭୋଟ ଦେବା ସୁଯୋଗ…