ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ସହ ମୁହାଁମୁହିଁ ଧକ୍କା ହେଲା JCB, ଡ୍ରାଇଭର ଗୁରୁତର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉତ୍ତର ପ୍ରଦେଶରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଦିନଦୟାଲ ଉପାଧ୍ୟାୟ ଜଙ୍କସନ (ଡିଡିୟୁ)ରୁ ବାରାଣାସୀ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ (ନଂ. ୨୨୧୬୮) ଦୁର୍ଘଟଣାର ଶିକାର ହୋଇଛି । ବିନା ଫାଟକରେ କ୍ରସିଙ୍ଗ୍ ପାର୍ କରୁଥିବା ଜେସିବି ସହିତ ଟ୍ରେନର ମୁହାଁମୁହିଁ ଧକ୍କା ହୋଇଛି ।…