ଫ୍ୟାଶନ ଟିପ୍ସ : ଜିନ୍ସ ପିନ୍ଧିବା ସମୟରେ ସବୁବେଳେ ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ ନଚେତ ବିଗିଡି ଯାଇପାରେ ଆପଣଙ୍କ…
ଅଧିକାଂଶ ଝିଅ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି କାରଣ ଆରାମଦାୟକ ବ୍ୟତୀତ ଏହା ବହୁତ ଷ୍ଟାଇଲିସ୍ ଲୁକ୍ ମଧ୍ୟ ଦେଇଥାଏ । ଯଦି ଆପଣ ମଧ୍ୟ ଜିନ୍ସ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ତେବେ ଆପଣ ଜିନ୍ସକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ସଚେତନ ହେବା ଉଚିତ୍ । କାରଣ ଯଦି ଆପଣ ଏହି…