Browsing Tag

jee entrance

ଘୁଞ୍ଚିଲା ଜେଇଇ ରେଜିଷ୍ଟ୍ରେସନ୍ ତାରିଖ, ୫ ଦିନ ବଢ଼ିବ

ଭୁବନେଶ୍ବର(କେନ୍ୟୁଜ୍) : ଜଏଣ୍ଟ ଇଂଜିନିୟରିଂ ଏଣ୍ଟ୍ରାନସ୍ (ଜେଇଇ) ରେଜିଷ୍ଟ୍ରେସନ୍ ତାରିଖ ଓଡ଼ିଶାର ପିଲାମାନଙ୍କ ପାଇଁ ୫ ଦିନ ବୃଦ୍ଧି ହୋଇଛି। କିଛି ଘଣ୍ଟା ପୂର୍ବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କକେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟର୍ ଜରିଆରେ ଅନୁରୋଧ କରିଥିଲେ।…

ଜେଇଇ ପରୀକ୍ଷା ପଞ୍ଜିକରଣ  ତାରିଖ ଘୁଞ୍ଚାଇବା ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର 

ଭୁବନେଶ୍ବର(କେନ୍ୟୁଜ୍) : ଜଏଣ୍ଟ୍ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ(ଜେଇଇ) ପ୍ରବେଶିକା ପରୀକ୍ଷା ମେ ୧୨ ତାରିଖରେ ରହିଛି। ଏଥିପାଇଁ ପଞ୍ଜିକରଣ  ତାରିଖ ୩ରୁ ମେ୯ ରହିଥିଲା। ଏବେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୧୦ ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ…