ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆମାଜନ ଫାଉଣ୍ଡର ଜେଫ ବେଜୋସ, ଗର୍ଲଫ୍ରେଣ୍ଡ ଲରେନଙ୍କ ସହିତ କଲେ ନିର୍ବନ୍ଧ
୫୯ ବର୍ଷ ବୟସରେ ନିର୍ବନ୍ଧ କଲେ ଆମାଜନ ଫାଉଣ୍ଡର ଜେଫ ବେଜୋସ । ଗର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହିତ ୫ ବର୍ଷ ରିଲେସନସିପରେ ରହିବା ପରେ ନିର୍ବନ୍ଧ କରିଛନ୍ତି । ଲରେନଙ୍କ ହାତରେ ଏକ ବଡ ହାର୍ଟ ସେପର ମୁଦି ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଆଉ ଖୁବଶୀଘ୍ର ବିବାହ କରିବେ…