Browsing Tag

jeff bezos

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆମାଜନ ଫାଉଣ୍ଡର ଜେଫ ବେଜୋସ, ଗର୍ଲଫ୍ରେଣ୍ଡ ଲରେନଙ୍କ ସହିତ କଲେ ନିର୍ବନ୍ଧ

୫୯ ବର୍ଷ ବୟସରେ ନିର୍ବନ୍ଧ କଲେ ଆମାଜନ ଫାଉଣ୍ଡର ଜେଫ ବେଜୋସ । ଗର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହିତ ୫ ବର୍ଷ ରିଲେସନସିପରେ ରହିବା ପରେ ନିର୍ବନ୍ଧ କରିଛନ୍ତି । ଲରେନଙ୍କ ହାତରେ ଏକ ବଡ ହାର୍ଟ ସେପର ମୁଦି ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଆଉ ଖୁବଶୀଘ୍ର ବିବାହ କରିବେ…

ଜେଫ ବେଜୋସଙ୍କୁ ପଛରେ ପକାଇଲେ ଏହି ବ୍ଯକ୍ତି, ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହେଲେ Bernard Arnault

ଗତ କିଛି ହେଲାଣି ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ତାଲିକାର ଶୀର୍ଷରେ ଆମାଜନର ଫାଉଣ୍ଡର ଜେଫ ବେଜୋସ ରହିଥିଲେ। ଏବେ ବେଜୋସଙ୍କ ସ୍ଥାନ ଛଡାଇ ନେଇଛନ୍ତି Louis Vuitton କମ୍ପାନୀର ମାଲିକ ବର୍ନାଡ ଆରନଲ୍ଟ। ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହୋଇଛନ୍ତି ଆରନଲ୍ଟ। ନିଜ କମ୍ପାନୀ Louis…

ବିଶ୍ୱର ୧ ନମ୍ବର ଧନୀ ଜେଫ୍‌ ବେଜୋସ୍‌ଙ୍କ ପୂର୍ବ ସ୍ତ୍ରୀ ସ୍କୁଲ ଶିକ୍ଷକଙ୍କୁ କଲେ ବିବାହ, ଆମାଜନରୁ ପାଇଲେ ୩୮ ବିଲିୟନ…

ବିଶ୍ୱର ସବୁଠାରୁ ଧନୀ ତଥା ଆମାଜନ ଫାଉଣ୍ଡର ଜେଫ୍‌ ବେଜୋସ୍‌ଙ୍କ ପୂର୍ବ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ବେଜୋସ୍‌ଙ୍କଠୁ ଛାଡ଼ପତ୍ର ପରେ କ୍ଷତିପୂରଣ ବାବଦରେ ମ୍ୟାକେଞ୍ଜିଙ୍କୁ ୩୮ ବିଲିୟନ ଆମେରିକୀୟ ଡଲାରର ଶେୟାର ମିଳିଛି। ମ୍ୟାକେଞ୍ଜ ଜଣେ ଲେଖିକା ସାଙ୍ଗକୁ…

ଆମାଜନର ସିଇଓ ପଦରୁ ଇସ୍ତଫା ଦେବେ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌, ଜାଣନ୍ତୁ ତାଙ୍କ ସ୍ଥାନରେ କିଏ ନେବେ ଦାୟିତ୍ୱ

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍‌ ବେଜୋସ୍‌ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେ ୨୦୨୧ର ତୃତୀୟ ତ୍ରୟମାସିକ ସିଇଓ ପଦରୁ ଇସ୍ତାଫା ଦେବେ ଓ ତା’ ପରେ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବେ କାମ କରିବେ। ଷ୍ଟାର୍ଟଅପ୍‌ ଦୁନିଆରେ ସବୁଠୁ…

ପ୍ୟାକେଟ୍‌ ହଜିବାରୁ ମୁମ୍ବାଇର ଯୁବକ Amazon ର ସିଇଓ ବେଜୋସ୍‌ଙ୍କୁ କଲେ ଇ-ମେଲ, ଆସିଲା ଏମିତି ଉତ୍ତର

ଗ୍ରାହକଙ୍କ ସମସ୍ୟାକୁ ସମାଧାନ କଲେ ଆମାଜନ୍‌ର ସିଇଓ। କୌଣସି କର୍ମଚାରୀ ମାଧ୍ୟମରେ ନୁହେଁ ବରଂ ନିଜେ ମେଲରେ ସମସ୍ୟା ପଢ଼ି ତାହାର ସମାଧାନ କରିଛନ୍ତି ମାଲିକ। ଦୁନିଆର ସବୁଠୁ କୋଟିପତି ବ୍ୟକ୍ତି ଆମାଜନ୍‌ର ମାଲିକ ଜେଫ ବେଜୋସ୍‌ ମୁମ୍ବାଇର ଜଣେ ବ୍ୟକ୍ତି କରିଥିବା ଅଭିଯୋଗ ଶୁଣିବା ସହ ଏହାକୁ…

ଗୋଟିଏ ଦିନରେ ୯୭ କୋଟି ଟଙ୍କା ଆୟ କଲେ ଆମାଜନ ମୁଖ୍ୟ ଜେଫ ବୋଜୋସ, ସମସ୍ତଙ୍କୁ ଦେଲେ ମାତ୍‌

କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଅଣ୍ଟା ଭାଙ୍ଗିଯାଇଛି । ବଡ଼ ମାନ୍ଦାବସ୍ଥା ଦେଖାଯାଇଛି ବିଶ୍ୱର ଆର୍ଥିକ ସ୍ଥିତିରେ । ଉତ୍ପାଦନ ଓ କାରବାର ଠପ୍ । ରୋଜଗାର ନାହିଁ କି ନୂଆ ନିଯୁକ୍ତି ନାହିଁ । ବଡ଼ ବଡ଼ କମ୍ପାନୀ ଏବେ ଛଟେଇ କରିବାକୁ ବସିଛି । ଆଶଙ୍କାରେ ଲୋକେ । କରୋନା ଯୋଗୁ ଶହ ଶହ କୋଟି ଟଙ୍କାର…

କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ, କିନ୍ତୁ ଲାଭରେ ଇ-କମର୍ସ କମ୍ପାନୀ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜସ୍

କୋଭିଡ୍‌-୧୯ ଯୋଗୁଁ ବିଶ୍ୱର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଛି । କେବଳ ସେତିକି ନୁହଁ ଅର୍ଥନୈତିକ ଅବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି । ବଡ଼ ମାନ୍ଦାବସ୍ଥା ଅଭିମୁଖେ ବିଶ୍ୱର ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ IMF ୨୦୨୦ରେ ବିଶ୍ୱ ଅର୍ଥନୀତି ମାଇନ୍‌ସ ୩…

ପ୍ରତି ଘଣ୍ଟାରେ ରୋଜଗାର କରନ୍ତି ‘୨୮ କୋଟି ଟଙ୍କା’, ଜାଣନ୍ତୁ କିଏ ଏମାନେ

ଜେଫ୍ ବେଜୋଶଙ୍କୁ ତ ଆପଣମାନେ ଜାଣିଥିବେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। କିନ୍ତୁ କ’ଣ ଏହା ଜାଣିଛନ୍ତି କି, ଦୁନିଆର ସବୁଠାରୁ ଧନୀ ପରିବାର କିଏ? ଆପଣ ଜାଣି ଚକିତ ହେବେ ଯେ ଦୁନିଆର ଧନୀ ପରିବାର ପ୍ରତି ଘଣ୍ଟାରେ ରୋଜଗାର କରନ୍ତି ୨୮ କୋଟିରୁ ଅଧିକ ଟଙ୍କା। ତେବେ ଏହି ତାଲିକାରେ ଭାରତର…

ହାଇପ୍ରୋଫାଇଲ୍ ଛାଡପତ୍ର ; ୨.୫୨ ଲକ୍ଷ କୋଟି ଟଙ୍କା ସେୟାର ନେଇ ମ୍ୟାକେଞ୍ଜି ହେଲେ ବିଶ୍ବର ଚତୁର୍ଥ ଧନୀ ମହିଳା

ୱାସିଙ୍ଗଟନ୍ : ଆମାଜନ୍ ର ସିଇଓ ଜେଫ୍ ବେଜୋସ୍ ଙ୍କ ଛାଡପତ୍ର ପ୍ରକ୍ରୀୟା ପୁରା ହୋଇଛି । ଏହା ସହିତ ତାଙ୍କ ପୂର୍ବ ପତ୍ନୀ ମ୍ୟାକେଞ୍ଜି ଦୁନିଆର ଚତୁର୍ଥ ଧନୀ ମହିଳା ଭାବେ ପରିଚିତ ହୋଇଛନ୍ତି । ତାଙ୍କ ପଟେ ଆମାଜନ୍ ର ୪ପ୍ରତିଶତ ସେୟାର ଆସିଛି । ଯାହାର ମୂଲ୍ଯ ୩୬.୫ ଆରବ ଡଲାର (୨.୫୨ ଲକ୍ଷ…