Browsing Tag

jet airways

Jet Airwaysର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି, ସେପ୍ଟେମ୍ବର ୧ରୁ ଜେଲ୍‌ରେ ଅଛନ୍ତି କମ୍ପାନୀ ମାଲିକ

ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଏହି ମାମଲାରେ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଆଟାଚ୍‌ ହୋଇଥିବା ସମ୍ପତ୍ତିରେ ବିଭିନ୍ନ କମ୍ପାନୀ…

ଜେଟ୍‌ ଏୟାରୱେଜ୍‌ ଅଢ଼େଇ ବର୍ଷ ପରେ ପୁଣି ଭରିବ ଉଡ଼ାଣ, କ୍ଷତି ଯୋଗୁ ବନ୍ଦ ହୋଇ ଯାଇଥିଲା ଏୟାରଲାଇନ

ଜେଟ୍‌ ଏୟାରୱେଜ୍‌ ବିମାନ ଖୁବ୍‌ ଜଲ୍‌ଦି ବିମାନବନ୍ଦରର ରନେଓ୍ଵରୁ ପୁଣି ଉଡ଼ାଣ ଭରିବ। କମ୍ପାନୀ ମୁତାବକ, ଜେଟ୍‌ ଏୟାରେଓ୍ଵଜ୍‌ର ଫ୍ଲାଇଟ୍‌ ୨୦୨୨ର ପ୍ରଥମ ବିତ୍ତୀୟ ତ୍ରିମାସରୁ ଘରୋଇ ଉଡ଼ାଣ ଆରମ୍ଭ କରିବ। ଯେତେବେଳେ କି, ଛ’ମାସ ପରେ ଅନ୍ତର୍ଜାତୀୟ ଉଡ଼ାଣ ବି ଚାଲୁ କରାଯିବ। ଯଦିଓ ବର୍ତ୍ତମାନ…

ଜେଟ ଏୟାରୱେଜ୍ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ହଜାର କର୍ମୀଙ୍କୁ ମିଳିବ ସ୍ପାଇସଜେଟରେ ଚାକିରୀ

ସିୟୋଲ : ସ୍ପାଇସଜେଟର ମୁଖ୍ୟ ଏୟାରୱେଜ୍ ଯୋଜନା ଦଳ, ପାଇଲଟ ଏବଂ ଅନ୍ୟ ସଦସ୍ୟଙ୍କ ସହ ମୋଟ ୨୦୦୦ କର୍ମଚାରୀଙ୍କୁ ଚାକିରୀ ଦେବାର ଘୋଷଣା କରିଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେ ସାଧରଣ ଭାବେ ଜେଟ ଏୟାରୱେଜର ପରିଚାଳନା ଅସ୍ଥାୟୀ ଭାବେ ବନ୍ଦ ରହିଛି। ସେହିପରି ବିମାନ କମ୍ପାନୀ…

ଥମୁନି ଜେଟ ଏୟାରୱେଜର ସମସ୍ୟା, ଏବେ ଇସ୍ତଫା ଦେଲେ ଡେପୁଟି ସିଇଓ ଅମିତ ଅଗ୍ରୱାଲ

ସମସ୍ୟା ଯେପରି ଜେଟ ଏୟାରୱେଜର ପିଛା ଛାଡୁନି। ଆର୍ଥିକ ସଙ୍କଟ ପରେ ବିମାନ ସେବା ବନ୍ଦ ତାପରେ ଏବେ ଧିରେ ଧିରେ କମ୍ପାନୀର ମୁଖ୍ୟ କର୍ମଚାରୀ ମଧ୍ୟ ଜେଟର ହାତ ଛାଡିବାକୁ ଲାଗିଲେଣି । ଆଜି ଜେଟ ଏୟାରୱେଜକୁ ପୁଣିଥରେ ଏକ ବଡ ଝଟକା ପଡିଛି। କାରଣ ଏହି କମ୍ପାନୀର ଡେପୁଟି ସିଇଓ ଅମିତ ଅଗ୍ରୱାଲ ନିଜ…

ଏସବିଆଇ କୁ ଚିଠି ଲେଖିଲେ ଜେଟ୍ କର୍ମଚାରୀ ସଂଘ, ସଙ୍କଟଗ୍ରସ୍ତ ଏୟାରଲାଇନ ପାଇଁ ନିଲାମ ଲଗାଇବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଜେଟ୍ ଏୟାରୱେଜ୍ ଚଳିତମାସ ୧୭ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୭ ତାରିଖରେ ଏହାର ଶେଷ ବିମାନ ଅମୃତସରରୁ ମୁମ୍ବାଇକୁ ଉଡ଼ାଣ କରିଥିଲା। ଏହି ପରିପେକ୍ଷୀରେ ବର୍ତ୍ତମାନ କମ୍ପାନିକୁ ଠିଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜେଟ୍ ଏୟାରୱେଜ୍‌ର କିଛି…

ଜେଟ ଏୟାରୱେଜ୍ କର୍ମଚାରୀଙ୍କୁ ସହାୟତାର ହାତ, ଟ୍ବିଟର ଜରିଆରେ ମିଳୁଛି ଚାକିରୀ ଅଫର

ନୂଆଦିଲ୍ଲୀ : ଜେଟ ଏୟାରୱେଜର ପରିଚାଳନା ବନ୍ଦ ହୋଇଯିବା ପରେ ପାଖାପାଖି ୨୨ ହଜାର କର୍ମଚାରୀଙ୍କ ରୋଜଗାର ସଙ୍କଟରେ ପଡିଛି। ଆମଦାନୀର ରାସ୍ତା ବନ୍ଦ ହୋଇଯିବା ପରେ କର୍ମଚାରୀଙ୍କ ଜୀବନରେ ଟବ୍ୟୁଲାନ୍ସ ଆସିଯାଇଛି। ଆର୍ଥିକ ଅଭାବରୁ ଲଢ଼ୁଥିବା ଏହି କର୍ମଚାରୀଙ୍କ ପାଇଁ ଏବେ ସାହାର ପାଲଟିଛି…

ଆଜି ରାତିରୁ ବନ୍ଦ ହେବ ୨୫ ବର୍ଷ ପୁରୁଣା ଜେଟ ଏୟାରୱେଜ୍, ପ୍ରଭାବିତ ହେବେ ୨୫ହଜାର କର୍ମଚାରୀ

ଆଜି ରାତିରୁ ବନ୍ଦ ହେବାକୁ ଯାଉଛି ଭାରତର ୨୫ ବର୍ଷ ପୁରୁଣା ପ୍ରାଇଭେଟ ଏୟାର ଲାଇନ ଜେଟ ଏୟାରୱେଜ୍ । କରଜ ଦାତଙ୍କୁ ୪୦୦କୋଟି ଟଙ୍କା ଏମରଜେନ୍ସି ଫଣ୍ଡ୍ ଦେବା ପାଇଁ ଜେଟ ଏୟାରୱେଜ୍ ମନା କରିଦେଇଥିବାରୁ ଏବେ ଏହାର ବିମାନ ଉଡାଣ ବନ୍ଦ ହେବାକୁ ଯାଉଛି ।ବହୁ ମାତ୍ରାରେ ଫଣ୍ଡ କମିଯିବା କାରଣରୁ…

ଜେଟ ବିମାନକୁ ଆଉ ଏକ ଝଟକା, ୧ ଏପ୍ରିଲରୁ ବିମାନ ଉଡ଼ାଇବେନି ହଜାରରୁ ଅଧିକ ପାଇଲଟ୍

ନୂଆଦିଲ୍ଲୀ : ଆର୍ଥିକ ସଂଙ୍କଟର ସମ୍ମୁଖିନ କରୁଥିବା ଏୟାରବେଜ୍ କମ୍ପାନିର ପିଛା ସମସ୍ୟା ଛାଡିବାର ନାଁ ଧରୁନି। ଏବେ ମିଳିଥିବା ଖବର ମୁତାବକ, ଜେଟ ଏୟାରବେଜର ଏକ ହଜାରରୁ ଅଧିକ ପାଇଲଟ ୧ ଏପ୍ରିଲରୁ ବିମାନ ଉଡାଇବେ ନାହିଁ ବୋଲି ନିର୍ଣ୍ଣୟ ନେଇଛନ୍ତି। ଏହି ପାଇଲଟ ମାନଙ୍କୁ ବହୁ ମାସ ଧରି ଦରମା…

ଜେଟ୍ ଏୟାରୱେଜ୍ ବିରୋଧରେ ଅବହେଳା ଅଭିଯୋଗ,୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକଲେ ଯାତ୍ରୀ

ମୁମ୍ବାଇ : ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍ ଏୟାରୱେଜ୍ ବିମାନରେ ଗତକାଲି ଘଟିଥିବା ଘଟଣାରେ ଅସୁସ୍ଥ ହୋଇଥିବା ଯାତ୍ରୀଙ୍କ ମଧ୍ଯରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଏୟାରଲାଇନ୍ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ଉକ୍ତ ଯାତ୍ରୀ ଜଣଙ୍କ । ଏହାସହ…