ସୁନା ଟଙ୍କା ନେଇ ଗାମୁଛା ଛାଡ଼ି ଦେଇଗଲା ଚୋର
ମାର୍ଶାଘାଇ: ଗାଁ ହେଉ କି ସହର ସବୁଠି ଏବେ ଲୁଟେରା ମାନଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ପୁରା ଅତିଷ୍ଠ ହୋଇ ପଡିଲେଣି । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍ ଚଳାଇଛନ୍ତି ଲୁଟେରା । ଏମିତି ପୁଣି ଏକ ଘଟଣା ଘଟିଛି କେନ୍ଦ୍ରାପଡା କୁଦାନଗରି ଥାନା ଅଞ୍ଚଳରେ…