ସୁନା କିଣିବା ବାହାନାରେ ଦୋକାନ ଭିତରେ ପଶି ୪ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଲେ ଦୁର୍ବୁତ୍ତ
ଭଦ୍ରକ(କେନ୍ୟୁଜ୍): ତଳେ ବସି ବ୍ୟତିବ୍ୟସ୍ତ ହୋଇପଡୁଥିଲେ ବ୍ୟକ୍ତି ଜଣକ । ନିଜକୁ ସମ୍ଭାଳି ପାରୁନଥିଲେ । କଣ କରିବେ କିଛି ମୁଣ୍ଡରେ ପଶୁନଥିଲା । ଆଖପାଖରେ ବି ଲୋକଙ୍କ ଗହଳି ଜମିଥିଲା । ପୋଲିସ୍ ବାବୁ ବି ଆସି ପହଁଚି ଯାଇଥିଲେ । ଏଭଳି ପରିସ୍ଥିତିରେ କଣ ହେଇଛି ଜାଣିଲା ବେଳକୁ ସାମ୍ନାକୁ…