Browsing Tag

jeypore

ମୃତ୍ୟୁ ଏମିତି ବି ଆସେ ! ଗୀତ ଗାଇ ଗାଇ ଷ୍ଟେଜରେ ହିଁ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ

ଜୟପୁର(କେନ୍ୟୁଜ୍);  ମନପସନ୍ଦର ଗୀତ ଗାଇଲେ ଆଉ ଗୀତ ଗାଉଥିବା ଅବସ୍ଥାରେ ହିଁ ଷ୍ଟେଜ ଷ୍ଟେଜ ଉପରେ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ।  ମାତ୍ର ୧୦ମିନଟ ବ୍ଯବଧାନରେ ଘଟିଗଲା ଅଘଟଣ, ଯାହାକି ଶତାଧିକ ଦର୍ଶକଙ୍କ ମନରେ କୋହ ଭରିଦେଲା। ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଜୟପୁରର…

ନୃସଂଶତାର ସବୁ ସୀମା ପାର କରିଗଲେ, ଦୁଷ୍କର୍ମ ପୀଡିତାଙ୍କୁ ପେଟ୍ରୋଲ ସ୍ପ୍ରେ କରି ନାବାଳିକା ଝିଅ ସାମ୍ନାରେ ନିଆଁ ଲଗାଇ…

ରାଜସ୍ଥାନର ଜୟପୁରରେ ଘଟିଛି ଏକ ଭୟଙ୍କର ଘଟଣା । ସହରର କୋତୱାଲି ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଦେହରେ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏହି ନିଆଁକୁ ଅନ୍ଯ କେହି ନୁହେଁ ବରଂ ପୀଡିତାଙ୍କ ଦେହରେ ଅଭିଯୁକ୍ତ ନିଜେ ଲଗାଇଥିଲା।…

ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ

ଜୟପୁର (କେନ୍ୟୁଜ୍): ଜୟପୁରରେ ଅଭାବନୀୟ ଘଟଣା । ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବତ୍ତଙ୍କୁ ଚକ୍‌ମା ଦେଇ ଖସିଆସିଛନ୍ତି ଯୁବତୀ । ଭାଇର ଅଭିଯୋଗ ଆଧାରରେ ଯୁବତୀଙ୍କୁ ଟାଉନ ପୋଲିସ ଉଦ୍ଧାର କରିବା ସହ…

ନିଜେ ଅକ୍ଷମ ହୋଇ ମଧ୍ୟ ଚଳାଉଛନ୍ତି ପରିବାର, ତାଙ୍କ ପାଇଁ ଆଜି ଗର୍ବିତ ସାରା ଗାଁ

ଭଳି କି ଭଳି ଚିତ୍ର, ପେନ୍ସିଲ ଆର୍ଟଠୁ ଆରମ୍ଭ କରି କଲର ଆର୍ଟ । ପଟ୍ଟଚିତ୍ର ଥ୍ରୀଡି ଆର୍ଟ ଭଳି ପ୍ରତିଟି ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ । କେତେବେଳେ ରାସ୍ତା କଡ଼ କାନ୍ଥରେ ତ କେତେବେଳେ ମନ୍ଦିର କାନ୍ଥରେ ଭଳିକିଭଳି ଚିତ୍ର ଏମିତିକି ଦୁଇ ମିନିଟରେ ଆଖି ସାମ୍ନାରେ ଆଙ୍କିଦେଇପାରନ୍ତି ଆପଣଙ୍କ…

ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଜୟପୁର ପୋଲିସ୍‌

ଜୟପୁର (କେନ୍ୟୁଜ୍‌) : ଅପରାଧୀ ଭାରି ଚାଲାକ୍ । ବିଭିନ୍ନ କୌଶଳ କରି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ହେଲେ ତାଠାରୁ ଅଧିକ ଚାଲାକି ଦେଖାଇଛି ଜୟପୁର ସଦର ପୋଲିସ୍ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଛନ୍ତି ଚାଲାଣକାରୀ। ଗୋଟିଏ ଟ୍ରକ୍‌ରେ ୧ କ୍ୱିଣ୍ଟାଲରୁ…

ବଲିଉଡ ରା଼ପରଙ୍କୁ ପଛରେ ପକାଇଦେଲେ ଓଡ଼ିଆ ପୁଅ, ଭିନ୍ନ ଶୈଳୀରେ ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା

କିଛିଦିନ ତଳେ ଏକ ମୁଭି ରିଲିଜ ହୋଇଥିଲା ଗଲିବଏ । ଏହି ଚଳଚ୍ଚିତ୍ରରେ ଫୋକସ ଥିଲା ରା଼ପ । ବାଦଶାହ, ରଫ୍ତାର, ହନି ସିଂ ଏଭଳି ଅନେକ ଲୋକପ୍ରିୟ ରାପରଙ୍କୁ ଆପଣ ଜାଣିଥିବେ । ଆଜିକାଲିର ଯୁବପିଢ଼ି ତ ଏମାନଙ୍କ ରା଼ପ ପାଇଁ ପାଗଳ । ଆଉ ଏହି ରା଼ପ ଆଜିର ସମୟରେ ଏକ ସାଧାରଣ ମଣିଷ ଉପରେ କେତେ…

ହୋମ କ୍ୱାରେଣ୍ଟାଇନରୁ ଖସି ପଳାଇଲେ କରୋନା ପଜିଟିଭ, କିନ୍ତୁ ଇଆଡ଼େ ଚାଲିଛି ଖୋଜା

ଜୟପୁର (କେନ୍ୟୁଜ): କରୋନା ଯୋଗୁଁ ଦେଶରେ ଲକଡାଉନ ଚାଲିଥିବା ବେଳେ ପ୍ରବାସୀଶ୍ରମିକ ମାନେ ସ୍ପେଶାଲ ଟ୍ରେନ ଯୋଗେଁ ଆସି କ୍ୱାରେଣ୍ଟାଇନରେ ରହୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ସଙ୍ଗରୋଧରେ ରହିବାକୁ ଇଛା ପ୍ରକାଶ କରୁନାହାନ୍ତି । ସେଥିପାଇଁ ଅନେକ ଲୋକ…