Browsing Tag

jhamu jatra

ପାଳିତ ହେଲା କାକଟପୁରର ଝାମୁଯାତ୍ରା, ଭକ୍ତମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

ଧୁମଧାମରେ ପାଳିତ ହୋଇଯାଇଛି କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଏଥିପାଇଁ ମା’ ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମା’…

କାକଟପୁରର ମା’ମଙ୍ଗଳାଙ୍କ ଆଜି ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର (କେନ୍ୟୁଜ): ଆଜି ହେଉଛି କାକଟପୁର ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ।  ଏଥିପାଇଁ ମା'ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ମାଙ୍କୁ…

ସରିଲା ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଅଗ୍ନିରେ ଚାଲି ଭକ୍ତିର ପରୀକ୍ଷା ଦେଲେ ମାନସିକ ଧାରୀ ଘଣ୍ଟ…

କାକଟପୁର(କେନ୍ୟୁଜ୍): ଗତକାଲି ସରିଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ପଞ୍ଚମ ପାଳି ଝାମୁଯାତ୍ରା । ମାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶେଷ ହୋଇଛି । ଆଜି ମାନସିକଧାରୀ ଘଣ୍ଟପାଟୁଆ ସେବକ ଏବଂ ବ୍ରତଧାରୀ ଭକ୍ତ ମାନେ ଝାମୁଗାଡରେ ଅଗ୍ନିରେ ଚାଲି ଭକ୍ତିର ପରୀକ୍ଷା ଦେଇଛନ୍ତି । ଏହି ଅଗ୍ନିପରୀକ୍ଷା…

ଦୀର୍ଘ ୪୦ବର୍ଷର ପରମ୍ପରା: ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ ପୀଠରେ ଝାମୁରେ ଚାଲିଲେ ପୂରଣ ହୁଏ ମାନସିକ

ଯାଜପୁର ଟାଉନ୍‌(କେନ୍ୟୁଜ୍) : ଦୀର୍ଘ ୪୦ବର୍ଷର ପରମ୍ପରା। ଏଠି ବିଶ୍ୱାଶ ରହିଛି ଯେ ଏହି ପୀଠରେ ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ । ଆମେ କହୁଛୁ ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ କଥା । ଯାଜପୁର ବ୍ଲକ ଉପର ବରୁହାଁ ପଞ୍ଚାୟତ କେତକୀଆ…

ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର: ଜାଣନ୍ତୁ ମା’ମଙ୍ଗଳାଙ୍କ କିମ୍ବଦନ୍ତୀ ଓ ଘଣ୍ଟପାଟୁଆ ନୃତ୍ୟର ସ୍ବତନ୍ତ୍ରତା

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାମଙ୍ଗଳା । ରାଜ୍ଯର ଅନ୍ଯାନ୍ଯ ଶକ୍ତିପୀଠ ମଧ୍ୟରୁ ଏ ହେଉଛି ଆଦ୍ୟ ଶକ୍ତିପୀଠ। ମା ମଙ୍ଗଳାଙ୍କ ମନ୍ଦିରରେ ଚାଲିଥାଏ ବାରମାଷରେ ତେରପର୍ବ। ସେଥିମଧ୍ୟରୁ ମାମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ହେଉଛି ପ୍ରମୁଖ ପର୍ବ।…

ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ମା ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ ପୂର୍ଣ୍ଣ ପାଇଁ ଆସିଛନ୍ତି ଅନେକ…

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ମଙ୍ଗଳା | ସବୁ ପର୍ବ ମାନଙ୍କ ମଧ୍ୟରୁ ଚୈତ୍ର ମାସର ଝାମୁଜାତ୍ରା ହେଉଛି ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଯାତ୍ରା | ଏହି ମାସର ପ୍ରତେକ ମଙ୍ଗଳବାର ଦିନ ରାଜ୍ଯର ବିିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ପୀଠକୁ ଆସିଥାନ୍ତି ଏବଂ ମା'…

କାକଟପୁରରେ ପାଳିତ ହୋଇଛି ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ନେତ୍ରୋତ୍ସବ ମେଳା, ଯୋଗ ଦେଇଛନ୍ତି ଶହ ଶହ ଭକ୍ତ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏହାରି ମଧ୍ୟରେ ଆରମ୍ଭ ହୋଇଛି କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା।ଏହି ଯାତ୍ରା ଦୀର୍ଘ ୧ମାସ ପର୍ଯ୍ୟନ୍ତ ଚାଲିବ। ପରମ୍ପରା ଅନୁଯାୟୀ ଆଜି ପ୍ରଥମ ପାଳିଯାତ୍ରାର ନେତ୍ରୋତ୍ସବ ବା ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଛି। ନିୟମ…

ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର: ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଝାମୁଯାତ୍ରା । ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆଙ୍କ ଅନନ୍ୟ ସେବା ଦେଖିବାକୁ ମିଳିଥାଏ । ଏହି ସେବକ ମାନେ ମା ମଙ୍ଗଳାଙ୍କ ସ୍ୱରୂପ ଭାବେ ଏକ ଘଟକୁ ମୁଣ୍ଡରେ ଧରି ଗାଁ ଗାଁ ବୁଲୁଥିବାର ଦେଖାଯାଇଥାଏ…