ଭେଜ୍ ବିରିୟାନୀରୁ ବାହାରିଲା ହାଡ଼, ଗ୍ରାହକ ଅଭିଯୋଗ କରିବା ପରେ ସଟର ବନ୍ଦ କରି ଦୌଡିଲା ଦୋକାନୀ
ଆପଣ ଯଦି ଭେଜ ବିରିୟାନୀ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ । ଆପଣ ଭେଜ ବଦଳରେ ନନଭେଜ ଖାଉଛନ୍ତି । ଉତ୍ତରପ୍ରଦେଶ ଝାନ୍ସିରେ ନିରାମିଷ ବିରିୟାନୀରୁ ଏକ କଣ୍ଟା(ହାଡ଼) ବାହାରିଲା । ଗ୍ରାହକ ଜଣକ ଦୋକାନରେ ଅଭିଯୋଗ କରିବା ପରେ କିଛି ହିନ୍ଦୁବାଦୀ ସଂଗଠନର କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚି…