Browsing Tag

jharkhand assembly election

ଝାଡ଼ଖଣ୍ଡରେ କିଏ ପିନ୍ଧିବ ବିଜୟ ମୁକୁଟ ? ଆଉ କିଛି ସମୟ ମଧ୍ୟରେ ଖୋଲିବ ଇଭିଏମ୍‌

ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ୨ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଆଉ କିଛି ସମୟ ମଧ୍ୟରେ ଖୋଲିବ ଇଭିଏମ୍‌ । ଆଉ ତା ସହ ଧୀରେ ଧୀରେ ସ୍ପଷ୍ଟ ହୋଇଯିବ ଚିତ୍ର । ଜଣାପଡ଼ିବ, କିଏ ଜନତାଙ୍କ ହୃଦୟ ଜିତିଲା, ଆଉ କିଏ ହେଲା ନିରାଶ । କେଉଁଠି ସ୍ପଷ୍ଟ ବହୁମତ ମିଳିଲା,…

ଝାଡଖଣ୍ଡ ବିଧାନସଭା ପାଇଁ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ, ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ

ଝାଡଖଣ୍ଡ: ଝାଡଖଣ୍ଡ ବିଧାନସଭା ପାଇଁ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୧୫ଟି ବିଧାନସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ, ହିଂସାକାଣ୍ଡ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି । ୨୦ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୬୨.୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ଅନେକ ବଡ଼ବଡ଼ିଆଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ…

ଝାଡ଼ଖଣ୍ଡରେ କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ, ଜାମସେଦପୁର ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ । ଏଥିରେ ୨୦ଟି ଆସନରେ ନିର୍ବାଚନ ହେଉଛି । ଏସବୁ ଆସନରେ ମୋଟ୍‌ ୨୬୦ ଜଣ ପ୍ରାର୍ଥୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଜାମସେଦପୁର (ପୂର୍ବ) ଆସନରେ ତାଙ୍କୁ…

ଝାଡ଼ଖଣ୍ଡ ନିର୍ବାଚନ : ଭାଇ ଭାଇ ପରେ ଏବେ ଗୋଟିଏ ଆସନରୁ ଦୁଇ ଯାଆ’ଙ୍କ ମଧ୍ୟରେ ଲଢ଼େଇ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆସନ୍ତା ୭ ତାରିଖରେ ହେବ । ୨୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ । ମୋଟ୍‌ ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ତେବେ ଏହି ନିର୍ବାଚନରେ ବେଶ୍‌ କିଛି ରୋଚକ ଘଟଣା ଘଟୁଛି । ଯେମିତିକି କୋଏଲାଞ୍ଚଳ ଅନ୍ତର୍ଗତ ଝରିଆ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଜାମସେଦପୁର ଆସନ ଉପରେ ସମସ୍ତଙ୍କ ନଜର

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସରି ଯାଇଛି । ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ଉପରେ । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ । ତେବେ ଏଥିମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରବଣ ଅଞ୍ଚଳରେ ରହିଛି । ପୁଣି ପ୍ରାୟ ୬ଟି ଆସନରେ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୬୩,୫୨ ପ୍ରତିଶତ ମତଦାନ

ରାଞ୍ଚି : ଆଜି ଝାଡ଼ଖଣ୍ଡରେ ଶେଷ ହୋଇଛି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ । ନକ୍ସଲ ହିଂସା ଭିତରେ କିନ୍ତୁ ସନ୍ଧ୍ୟା ସୁଦ୍ଧା ୬୩.୫୨ ପ୍ରତିଶତ ମତଦାନ ହୋଇଛି । ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେବାକୁ ଆସିଥିବା ଦେଖା ଯାଇଥିଲା । ଭୋଟରଙ୍କ ପାଇଁ ମୋଟ୍‌…