ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ, ହେଲେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଆସ୍ଥା ଭୋଟରେ ଜିତିଲେ ଚମ୍ପଇ ସୋରେନ । ସରକାର ସମର୍ଥନରେ ୪୭ ଭୋଟ ମିଳିଥିବା ବେଳେ ବିରୋଧୀ ଦଳଙ୍କ ପାଖରେ ୨୯ ବିଧାୟକ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଯିବାର ୩ଦିନ ପରେ ଜେଏମଏମ ମେଣ୍ଟ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା । ଆସ୍ଥା ପ୍ରସ୍ତାବ ପୂର୍ବରୁ ଡିବେଟ୍…