Browsing Tag

jharkhand minister

ସରକାରୀ ସ୍କୁଲ୍‌ରେ ପଢ଼ୁଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜ୍ୟରେ ଝଡ଼

ରାଞ୍ଚି : କେବଳ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ ସରକାରୀ ଚାକିରି ମିଳିବ ବୋଲି ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଝାଡ଼ଖଣ୍ଡ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କର ଏହି ବୟାନକୁ ନେଇ ବିରୋଧୀ ସହ ମେଣ୍ଟ ସରକାରରେ ଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିରୋଧ କରିଛନ୍ତି ।…