Browsing Tag

jharkhand

ଆଶ୍ରମରେ ପ୍ରବେଶ ପୂର୍ବରୁ କୁକୁର ସମାଧି ପାଖରେ କରିବାକୁ ପଡ଼େ ଦଣ୍ଡବତ, ଜାଣନ୍ତୁ ଝାଡ଼ଖଣ୍ଡର ଏହି ମହାନ୍‌ ପୀଠସ୍ଥଳୀ…

ଝାଡ଼ଖଣ୍ଡ ହେଉଛି ଆସ୍ଥା ଭୂମି। ଏଠି କୋଣ ଅନୁକୋଣରେ ଭକ୍ତଙ୍କ ମଧ୍ୟରେ ଶ୍ରଦ୍ଧା ଓ ବିଶ୍ୱାସ ଭରି ରହିଥାଏ। ଆସ୍ଥା ସହ ଜଡ଼ିତ ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ କୋକରସ୍ଥିତ ପଗଳା ବାବା ଆଶ୍ରମରେ। ଏହାକୁ ‘ମୁକ୍ତେଶ୍ୱର ଧାମ’ ମଧ୍ୟ କୁହାଯାଇଥାଏ। ଏଠାରେ ଏକ କୁକୁରର ସମାଧି ରହିଛି, ଯାହାର…

ଝାଡଖଣ୍ଡରେ ବାଜିମାତ କଲା ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ, ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ…

କେନ୍ୟୁଜ୍(ବ୍ୟୁରୋ): ଝାଡଖଣ୍ଡରେ ସରକାର ଗଢିବେ ଜେଏମ୍‌ଏମ୍‌ଏମ୍‌-କଂଗ୍ରେସ ମେଣ୍ଟ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନ୍‌। ଜେଏମ୍‌ଏମ-କଂଗ୍ରେସ ମେଣ୍ଟକୁ ମିଳିଛି ସ୍ପଷ୍ଟ ବହୁମତ। ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ…

ଝାଡ଼ଖଣ୍ଡରେ ସରକାର ଗଢ଼ିବ ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟ, କିଛି ଘଣ୍ଟା ଭିତରେ ଚିତ୍ର ହୋଇଯିବ ସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ): ଝାଡ଼ଖଣ୍ଡରେ ସରକାର ଗଢ଼ିବ ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟ। ଆଉ କିଛି ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବର୍ତ୍ତମାନ ସୁଦ୍ଧା ଗଣତିରେ ଜାମସେଦପୁର ଇଷ୍ଟ ଆଗନରୁ ପଛରେ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ। ସେପଟେ ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ, ଏକଜିଟ୍‌ ପୋଲ ସୂତ୍ରରୁ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ଅଧିକ ଆସନ…

କେନ୍ୟୁଜ୍(ବ୍ୟୁରୋ):  ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ସରିଛି। ସରିଲା ଭୋଟ୍‌। ଇଭିଏମ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌। ଆସନ୍ତା ୨୩ ତାରିଖରେ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ। ମତଦାନ ପରେ ଆସିଛି ଏକଜିଟ୍‌ ପୋଲ ରିପୋର୍ଟ। ସମସ୍ତେ…

ଝାଡଖଣ୍ଡ : ବ୍ରଜପାତରେ ୧୩ଜଣଙ୍କର ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ରାଞ୍ଚି : ଝାଡଖଣ୍ଡରେ ବ୍ରଜପାତ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ରବିବାର ଭିଷଣ ବର୍ଷା କାରଣରୁ ରାଜ୍ଯର ଭିନ୍ନଭିନ୍ନ ଜିଲ୍ଲାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଞ୍ଚିରେ ସବୁଠାରୁ ଅଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପଲାମୁରେ ୩ଜଣ, ଚତରାରେ ୨ଜଣ, ପ.ସିଂହଭୁମ…

ଇଣ୍ଟରନେଟ ନାହିଁ ତ ରାସନ ନାହିଁ, ଶେଷରେ ଏହି କଥା ଶୁଣି ଅନାହାରରେ ଆଖିବୁଜିଲେ ବୃଦ୍ଧ

ଝାରଖଣ୍ଡ : କଥାରେ ଅଛି ଭୋକ ଆଗରେ ସମୟ ସ୍ଥାନ କାଳ ପାତ୍ର କିଛି ନଥାଏ। ପ୍ରତ୍ୟେକ ପ୍ରାଣୀ ଭୋକ ଆଗରେ ନାଚାର। ଭୋକିଲା ପେଟ ବାସ୍ତବିକ ଭାବେ ଖାଦ୍ୟର ମୁଲ୍ୟ ବୁଝିପାରେ। କନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଭୋକ ଆଗରେ କେହି ନେଟୱର୍କକୁ ଅପେକ୍ଷା କରିବା ପାଇଁ କହେ ତେବେ ଭୋକିଲା ଲୋକକୁ କଣ…