ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ, ନୂଆ ନେତା ବାଛିଲା ଝାରସୁଗୁଡ଼ା
କେନ୍ୟୁଜ୍(ବ୍ୟୁରୋ): ନୂଆ ନେତା ବାଛିଲା ଝାରସୁଗୁଡ଼ା । ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ମତାଧିକାର ସାବ୍ୟସ୍ତ କଲେ ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି । ମହିଳା, ଯୁବ ଓ ନୂଆ ଭୋଟରଙ୍କ ମଧ୍ୟରେ ଥିଲା ବେଶ ଆଗ୍ରହ ଓ…