ଝାରସୁଗୁଡ଼ାରୁ ବାରମ୍ବାର ବିମାନ ବାତିଲକୁ ନେଇ ତେଜୁଛି ଅସନ୍ତୋଷ
ବାରମ୍ବାର ବିମାନ ବାତିଲକୁ ନେଇ ଅସନ୍ତୋଷ। ବିମାନବନ୍ଦରରେ ଆଇଏଲଏସ ଯନ୍ତ୍ର ଲାଗିନଥବାରୁ ବିମାନ ବାତିଲ ହେଉଥିବା କୁହାଯାଇଛି। ମାସକ ମଧ୍ୟରେ ୬ଥର ବିମାନ ଚଳାଚଳ ବାତିଲ ହୋଇସାରିଲାଣି। ବର୍ଷା ଋତୁ ସାରା ଏହି ସମସ୍ୟା ଲାଗି ରହିବ ବୋଲି ଆଶଙ୍କା ଦେଖାଯାଇଛି। ଆଇଏସଏଲ ଯନ୍ତ୍ର ଲଗାଇବା ପାଇଁ…