Browsing Tag

jharsuguda news

ଝାରସୁଗୁଡା: ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର, ଜଣେ ମୃତ ୩ଗୁରୁତର

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରଖୋଲ ଛକ ନିକଟରେ ଦୁର୍ଘଟଣା। ଏକ ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର। ଜଣେ ମୃତ,ତିନି ଜଣ ଗୁରୁତର।ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ୪୯ନଂ ଜାତୀୟ ରାଜପଥକୁ…

ଜବରଦସ୍ତ ପ୍ରତିଭାର ଅଧିକାରୀ ଶ୍ରେୟା, ପ୍ଲାଟଫର୍ମ ମିଳିଲେ ରଖିବେ ଓଡିଶାର ନାମ

ବଲିଉଡର ନୋରା ଫତେହୀଙ୍କ ଡ୍ୟାନ୍ସ ତ କେମିତି ଆପଣ ଜାଣିଥିବେ। ନିଜର ଜବରଦସ୍ତ ଡ୍ୟାନ୍ସ ମୁଭସରେ ସେ ଦର୍ଶକଙ୍କୁ ମତୁଆଲା କରନ୍ତି। କିନ୍ତୁ ଆମେ ଓଡିଶାରେ ବି ପ୍ରତିଭାର ଅଭାବନାହିଁ। ରାଜ୍ୟର ସବୁ ସ୍ଥାନରେ ଅନେକ ଛୋଟ ବଡ ପ୍ରତିଭା ଦେଖିବାକୁ ମିଳେ। ସେହିଭଳି ଏକ ପ୍ରତିଭା ଅଛନ୍ତି…

ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଅଘଟଣ: ଘର ଭିତରେ ଶୋଇଥିବାବେଳେ ନିଆଁରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ଘର ଭିତରେ ଶୋଇଥିବାବେଳେ ନିଆଁରେ ୪ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ମାଆ ବଲଜିତ କୌର, ଝିଅ ମଂଜିତ କୌର, ପୁଅ ରାଜେନ୍ଦ୍ର…

ବୀଭତ୍ସ ହତ୍ୟାକାଣ୍ଡ: ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର

ଝାରସୁଗୁଡା: ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର । ସୁନ୍ଦରଗଡ ସୀମାନ୍ତ ଗ୍ରୀଣ୍ଡୋଲା ନିକଟରେ ଯୁବକଙ୍କ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କୁ ହତ୍ୟା ପରେ ତାଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ଅନୁମାନ କରୁଛି ପୋଲିସ…

ନାଗପୁରରୁ ଘୂରି ଘୂରି ଆସି ଝାରସୁଗୁଡାରେ ପହଁଚିଲା ବିଶାଲ, ତିନି ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ

ମାଆ ଆଖିରେ ଖୁସିର ଲୁହ । ଆଖିର ଧାର ଧାର ଲୁହକକୁ ଲୁଗା କାନିରେ ପୋଛି ପକାଉଛି ମାଆ। ପୁଅ ମିଳିଯାଇଥିବା ଖୁସିରେ ଗୋଡ ତଳେ ଲାଗୁନି। ଝାରସୁଗୁଡା ସହର ନିକଟ ଲହଣ୍ଡାବୁଡ ଗାଁର ମାନସିକ ଭିନ୍ନକ୍ଷମ ନାବାଳକ ବିଶାଲ। ୩ ବର୍ଷ ତଳେ ଘର ଛାଡି କେଉଁଆଡେ ପଳାଇଥିଲା। ଯାହା ପରେ ଶୁଖୁନଥିଲା ପୁଅ…

ଗ୍ରହଣ କରିପାରୁନି ମା : ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, ଆଉ ତା ପରେ..

ଝାରୁସୁଗୁଡା: ବୁଝିଲାନି ମା ମନ, ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ ଚେଷ୍ଟା କଲା । ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ। ଏହି ଦୃଶ୍ୟ ସତରେ ଭାରି ହ୍ରୁଦୟସ୍ପର୍ଶୀ । ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି…

ଜଳିଗଲା ଝାରସୁଗୁଡ଼ା ମରକୁଟା ଠାରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ଝାରସୁଗୁଡ଼ା: ଜଳିଗଲା ଟେଣ୍ଟ ହାଉସ୍‌। ହୁତୁ ହୁତୁ ହୋଇ ଜଳିଲା ନିଆଁ। ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଝାରସୁଗୁଡ଼ା ବିଟିଏମ୍‌ ପାଣ୍ଡି ଅନ୍ତର୍ଗତ ମରକୁଟା ଠାରେ ଥିବା ନୀଳକଣ୍ଠ ଟେଣ୍ଟ ହାଉସ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ…

ବ୍ରଜରାଜନଗର ରାମପୁରରେ ଅଭାବନୀୟ ଘଟଣା, ଚୁଲା ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି ଅଭାବନୀୟ ଘଟଣା। ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ। ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ…

ନିସ୍ୱାର୍ଥପର ସେବାର ଜ୍ବଳନ୍ତ ଉଦାହରଣ ନୁଆଁଦେଇ: ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ପଢାଉଛନ୍ତି…

ଝାରସୁଗୁଡା: ନୁଆଁଦେଇ ଖଡିଆ । ବୟସ ୨୯। ନାଁଟି ତାଙ୍କର ଯେମିତି ମନଛୁଆଁ। ହ୍ରୁଦୟଟି ବି ସେମିତି ଖୋଲା । କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶ ତଥା ରାଜ୍ୟରେ ବିଦ୍ୟାଳୟମାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ପାଢ ପଢାଯାଉଛି । ହେଲେ ଆମ ରାଜ୍ୟରେ ଏମିତି ଅନେକ ଗରିବ…

ଅତି ଶୋଚନୀୟ ଅବସ୍ଥାରେ ପାଇଖାନା ଘରେ ବିତୁଛି ଯୋଗେନ୍ଦ୍ରଙ୍କ ଜୀବନ, ଆହା ପଦେ କହିବାକୁ କେହି ନାହିଁ

ଝାରସୁଗୁଡା: ଗରିବଙ୍କ ପାଇଁ ସରକାରଙ୍କର ଅସଂଖ୍ଯ ଯୋଜନା। କିନ୍ତୁ କାହିଁକି ପ୍ରାୟତଃ କ୍ଷେତ୍ରରେ ଏସବୁ ସୁବିଧାରୁ ବଞ୍ଚିତ ହୁଏ ସେହି ଗରିବ। ସବୁ ଯୋଜନା ବାଟ ମାରଣା ହେବା ଯୋଗୁଁ କିଛି ଗରିବଙ୍କର ଜୀବନ ଅତି ଶୋଚନୀୟ ଅବସ୍ଥାକୁ ଚାଲିଯାଇଥାଏ। ଯାହା ପ୍ରଶାସନ, ସରକାର ଏବଂ ଅଧିକାରୀଙ୍କ ନଜରକୁ…

ନିଖୋଜ ଝାରସୁଗୁଡ଼ା ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ସୁନ୍ଦରଗଡ ଭସମା ଥାନାରେ…

ଝାରସୁଗୁଡ଼ା: ନିଖୋଜ ଝାରସୁଗୁଡ଼ା ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଗତକାଲିଠୁ ସେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ସୁନ୍ଦରଗଡ଼ ଭେଡାବାହାଲର ସୁଧୀର ନାୟକ। ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । କଇଁତରା ସଫେଇ ନଦୀ କୂଳରୁ…

ଝାରସୁଗୁଡ଼ାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ଆଜିଠାରୁ ବନ୍ଦ ରହିବ ରାସ୍ତାକଡ଼ ଫାଷ୍ଟଫୁଡ୍‌…

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ। ଆଜିଠୁ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଏବଂ ଅନ୍ୟାନ୍ୟ ପ୍ରସ୍ତୁତ ରନ୍ଧାଖାଦ୍ୟ ବ୍ୟବସାୟ ବନ୍ଦ । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କ୍ଷତିଗ୍ରସ୍ତ ଛୋଟଛୋଟ…