ଝାରସୁଗୁଡା: ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର, ଜଣେ ମୃତ ୩ଗୁରୁତର
ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରଖୋଲ ଛକ ନିକଟରେ ଦୁର୍ଘଟଣା। ଏକ ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର। ଜଣେ ମୃତ,ତିନି ଜଣ ଗୁରୁତର।ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ୪୯ନଂ ଜାତୀୟ ରାଜପଥକୁ…