Browsing Tag

jharsuguda

ଧରାପଡିଲା ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାରନାମା, ୬୯ ବର୍ଷରେ ବି କରୁଛନ୍ତି ସରକାରୀ ଚାକିରୀ

ଝାରସୁଗୁଡା: ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାରନାମା । ବୟସ ୬୯ ବର୍ଷ ହେଲେ ମଧ୍ୟ ଏବେବି ଅଛନ୍ତି ସରକାରୀ ଚାକିରୀରେ । ଖାଲି ସେତିକି ନୁହେଁ ନିଜ ଘରେ ପାଖକୁ ବଦଳି ସୁପାରିଶ ପାଇଁ ବିଭିନ୍ନ ସଂସ୍ଥାର ଜାଲି ଦସ୍ତଖତ ନେଇ ମିଛ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତାହେଲେ ଆସନ୍ତୁ ଜାଣିବା…

ଝାରସୁଗୁଡ଼ା: ପୁଅର ମୃତ୍ୟୁରେ ଛାରଖାର ହୋଇଗଲା ପରିବାର, ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ

କେନ୍ୟୁଜ୍ (ବ୍ୟୁରୋ): ପୁଅର ମୃତ୍ୟୁରେ ଛାରଖାର ହୋଇଛି ପରିବାର। ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ। ସାନପୁଅର ମୃତ୍ୟୁ ପରେ ମ୍ରିୟମାଣ ହୋଇପଡ଼ିଥିଲେ ପରିବାରର ଲୋକ। ଝାରସୁଗୁଡ଼ା ଲହଣ୍ଡାବୁଡ଼ ଅଞ୍ଚଳର ଗୋଟିଏ ପରିବାରର ପୁଅର ମୃତ୍ୟୁ ହେବା ପରେ ଫିନାଇଲରେ ପାରାସାଇଟ ମିଶାଇ ପିଇ ଆତ୍ମହତ୍ୟା ଉଦ୍ୟମ…

ଝାରସୁଗୁଡା: ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କଲେ ଗୋଟିଏ ପରିବାରର ୬ ଜଣ, ଚାଲିଗଲା ଜଣଙ୍କ ଜୀବନ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ବକ୍ସି ଅଂଚଳରେ ଗୋଟିଏ ପରିବାରର ୬ ଜଣ ବିଷ ପିଇ ଆତ୍ମହତ୍ଯା କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ଦୀପକ ବିଶ୍ୱାଳ । ତେବେ…

ଝାରସୁଗୁଡ଼ା: ଜନ୍ମ ହେଉ ହେଉ ଆଖି ବୁଝିଲା ନବଜାତକ, ଡାକ୍ତରଙ୍କ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ଝାରସୁଗୁଡ଼ା: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ଲଖନପୁର ବ୍ଲକ୍‌ର ଜଣେ ମହିଳା ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଝରସୁଗୁଡାରେ ପିସିଆର ଓ ଟିଟିଲାଗଡରେ ଟ୍ରେନ ଭିତରେ ଶିଶୁ ଜନ୍ମ କଲେ ପ୍ରବାସୀ ଓଡିଆ ମହିଳା

କେନ୍ୟୁଜ୍ (ବ୍ୟୁରୋ): ଝାରସୁଗୁଡ଼ାରେ ପିସିଆର ଭ୍ୟାନରେ ଏକ ଶିଶୁକୁ  ଜନ୍ମ ଦେଲେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ରେଳବାଇ କର୍ତ୍ତୃପକ୍ଷ ଝାରସୁଗୁଡା ପୋଲିସକୁ ଫୋନ…

ଝାରସୁଗୁଡ଼ାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୬୦ରେ ପହଁଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବି ଆଉ ଜଣେ ପଜିଟିଭ୍‌ ଚିହ୍ନଟହୋଇଛନ୍ତି। ନୂଆ ସଂକ୍ରମିତ ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ସଂକ୍ରମିତ ଜଣକ ଜଣେ ୪୦ ବର୍ଷୀୟ…

ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୬୧ଟି ଗ୍ୟାସ୍‌ ସିଲିଣ୍ଡର ଜବତ, ୩ ଜଣ ଅଟକ ରଖିଛି ପୋଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୬୧ଟି ଗ୍ୟାସ୍‌ ସିଲିଣ୍ଡର ଜବତ । କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ଆସିବା ପରେ ଚଢାଉ ହୋଇଥିଲା । ବେଲପାହାଡ ପୌର ପ୍ରଶାସନ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।…

ହଲିଉଡ୍ କି ବଲିଉଡ୍ ଫିଲ୍ମ ନୁହେଁ ଝାରସୁଗୁଡ଼ାରେ ଅଛନ୍ତି ରିଅଲ ଟାର୍ଜନ, ଉଲଗ୍ନ ହୋଇ ଜଙ୍ଗଲରେ ରହୁଛନ୍ତି

ଝାରସୁଗୁଡା(କେନ୍ୟୁଜ୍): ଏକବିଂଶ ଶତାବ୍ଦୀର ବଣ ମଣିଷ । ଜଙ୍ଗଲରେ ରହୁଛନ୍ତି । ପୂରା ଲଙ୍ଗଳା । ନିବସ୍ତ୍ର ହୋଇ ବୁଲୁଛନ୍ତି ଏଣେତେଣେ । ଆହାର କହିଲେ ଜଙ୍ଗଲର ଫଳମୂଳ । ନାଁ- ଗୋପାଳ ନାଏକ । ଘର- ଝାରସୁଗୁଡ଼ା ଜିଲ୍ଲା ଖୁଣ୍ଟାମାଲ ପଞ୍ଚାୟତର ସୁଡୁଙ୍ଗ ଗାଁ । ଜ୍ଞାନ ପାଇବା ପରଠୁ ଘରେ ରହୁ…

ଝାରସୁଗୁଡା: ଜିଲ୍ଲାପାଳ ଅଫିସ ଆଗରେ ଅନଶନରେ ବସିଲେ ଅନୁପ ସାଏଙ୍କ ପରିବାର, ଛତିଶଗଡ ପୋଲିସ ନାଁରେ ଆଣିଲେ ସଂଘାତିକ…

ଝାରସୁଗୁଡା(କେନ୍ୟୁଜ୍): ଛତିଶଗଡ ପୋଲିସ ଅନୁପ ସାଏଙ୍କୁ ମାନସିକ ଚାପ ଦେଇଛି। ଏଭଳି ଅଭିଯୋଗ ଆଣି ଝାରସୁଗୁଡା ଜିଲ୍ଲାପାଳ ଅଫିସ ଆଗରେ ଅନୁପଙ୍କ ପରିବାର ଲୋକେ ଧାରଣାରେ ବସିଛନ୍ତି। ସେମାନେ କହିଛନ୍ତି ଅନୁପ ନିର୍ଦ୍ଦେଶ ଅଟନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଏହାସହ ଛତିଶଗଡ ପୋଲିସ…

ବାଗଡିହି ରେଳଷ୍ଟେସନରେ ଟ୍ରେନରୁ ଡେଇଁ ପଡିଲେ ଦୁଇ ଯୁବତୀ, ଗୁରୁତର ଭାବେ ବୁର୍ଲା ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ଝାରସୁଗୁଡ଼ା(କେନ୍ୟୁଜ୍): ଚଳନ୍ତା ଟ୍ରେନ୍‌ରୁ ଡେଇଁ ଦୁଇ ଯୁବତୀ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ୍‌ ଉତ୍କଳ ଏକ୍ପପ୍ରେସରୁ ଦୁଇ ଜଣ ଯୁବତୀ ଡେଇଁ ପଡିଥିଲେ। ଗୁରୁତର ଦୁଇ ଯୁବତୀ ହେଲେ ଧନମତୀ ମାଝୀ ଓ ଜ୍ୟୋତ୍ସା ନାଏକ। ଉଭୟ ଯୁବତୀ ଟ୍ରେନ୍‌ରେ…

ଝାରସୁଗୁଡା: ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଜୀବନ ସହ ଖେଳ, ଇଲେକ୍ଟ୍ରିସିଆନ କରୁଛନ୍ତି ଡ୍ରେସିଂ

ଝାରସୁଗୁଡା(କେନ୍ୟୁଜ୍):  ରୋଗୀଙ୍କ ଜୀବନ ସହ ଖେଳ। ଇଲେକ୍ଟ୍ରିସିଆନ କରୁଛନ୍ତି ଡ୍ରେସିଂ। ଏହି ଦୃଶ୍ୟ ଝାରସୁଗୁଡା ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ଆହତ ଜଣେ ନାବାଳିକାଙ୍କ ଡ୍ରେସିଂ ଜଣେ ଇଲେକ୍ଟ୍ରିସିଆନ୍‌ କରୁଛନ୍ତି। ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ…