Browsing Tag

jharsuguda

ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା: ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଝାରସୁଗୁଡା ଏସପି

ଝାରସୁଗୁଡା(କେନ୍ୟୁଜ୍): ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା, କାରରେ ଥିବା ତିନି ଜଣ ମହିଳା ଆହତ। ତିନିଜଣ ମହିଳାଙ୍କୁ ନିଜ ଗାଡ଼ିରେ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଲେ ଝାରସୁଗୁଡା ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମ ଦାସ। ଆଜି ଝାରସୁଗୁଡା ବିମାନ ବନ୍ଦରରୁ ତିନିଜଣ…

ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ

ଝାରସୁଗୁଡ଼ା(କେନ୍ୟୁଜ୍):  ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା । ବସ ଓ ଟ୍ରେଲର ଧକ୍କାରେ ଯାତ୍ରୀମାନେ ଗୁରୁତର ଆହତ । ସଂଧ୍ୟା ସାଢ଼େ ୫ଟାରେ ବେଲପାହାଡ଼ ଆଡ଼କୁ ଯାଉଥିଲା ରାଧାରାଣୀ ବସ । ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ୧୨ରୁ ଅଧିକ…

ଆହୁରି ୩ ଦିନ ଖରା: ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୩ ଟପିଲା

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରି । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିବ । ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ…

ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା : ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ଭୁବନେଶ୍ୱର (କେନ୍ୟୁଜ): ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା । ତାତିରୁ ମିଳୁନି ନିସ୍ତାର। ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୦.୪,…

ଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡ଼ାରେ ଯୁବକଙ୍କୁ ଗୁଳିମାଡ଼ । କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।…

ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ, ନୂଆ ନେତା ବାଛିଲା ଝାରସୁଗୁଡ଼ା

କେନ୍ୟୁଜ୍(ବ୍ୟୁରୋ):  ନୂଆ ନେତା ବାଛିଲା ଝାରସୁଗୁଡ଼ା । ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ମତାଧିକାର ସାବ୍ୟସ୍ତ କଲେ ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି । ମହିଳା, ଯୁବ ଓ ନୂଆ ଭୋଟରଙ୍କ ମଧ୍ୟରେ ଥିଲା ବେଶ ଆଗ୍ରହ ଓ…

ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ: ମୋଟ ୨୫୩ ବୁଥରୁ ୨୬ଟି ପିଙ୍କ୍‌ ବୁଥ୍‌

କେନ୍ୟୁଜ୍(ବ୍ୟୁରୋ): ଆଉ ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମୋଟ ୨୫୩ଟି ବୁଥ୍‌ରେ ହେବ ମତଦାନ। ୨୫୩ଟି ବୁଥ୍‌ରୁ ୨୬ଟି ପିଙ୍କ୍‌ ବୁଥ୍‌ ରହିଛି। ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ…

ଦୁଲୁକୁଛି ଝାରସୁଗୁଡ଼ା ମଇଦାନ, ଗ୍ରାଉଣ୍ଡକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଗ୍ରା ଉଣ୍ଡକୁ ଓହ୍ଲାଇଛନ୍ତି…

ଝାରସୁଗୁଡ଼ା: ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ, ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି…

କେନ୍ୟୁଜ(ବ୍ୟୁରୋ): ଦୁଇ ଦିନ ପରେ ଝାରସୁଗୁଡ଼ା ଉପନିର୍ବାଚନ । ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ । ଭୋଟ୍‌ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି ।…

ଆଜି ଦୁଲୁକିବ ମୈଦାନ, ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କେନ୍ୟୁଜ୍‌(ବ୍ୟୁରୋ): ଅନ୍ତିମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ପ୍ରଚାର ଲଢ଼େଇ । ଆଜି ଦୁଲୁକିବ ମୈଦାନ । ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍‌…

ଆସନ୍ତାକାଲି ଝାରସୁଗୁଡ଼ା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଧାରଣ ଲୋକଙ୍କୁ କରିବେ ସମ୍ବୋଧିତ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଝାରସୁଗୁଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅପରାହ୍‌ଣ ସାଢ଼େ ୪ଟାରେ ଅମଲିପାଲିଠାରେ ଦୀପାଳୀଙ୍କ ପାଇଁ ଭୋଟ ମାଗିବେ । ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ…

ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା (କେନ୍ୟୁଜ): ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ…