Browsing Tag

jhili win gold

ଚମକିଲେ ନୟାଗଡ ଝିଅ ଝିଲି, ଦୁଃଖର କଥା ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସଫଳତାର ଖବର ପାଇଲେ ପରିବାର ଲୋକେ

ନୟାଗଡ: ଝିଅ ବି କୌଣସିଥିରେ କମ୍ ନୁହଁନ୍ତି । ଯାହାକୁ ପୁଣି ଥରେ ପ୍ରମାଣ କରି ଦେଖାଛନ୍ତି ଜଣେ ଓଡିଆ ଝିଅ । ଆଜ୍ଞା ହଁ ଦର୍ଶକବନ୍ଧୁ ନିଜ ପ୍ରତିଭା ବଳରେ ପୁଣି ଚମକିଲେ ନୟାଗଡର ଝିଅ । ଯାହାଙ୍କ ନାଁ ଝିଲି ଦଳବେହେରା । ଦିନେ ନୟାଗଡ ଜିଲ୍ଲା କନ୍ଯା ଭ୍ରୁଣ ହତ୍ୟା ମାମଲାରେ ଛନ୍ଦି ହୋଇ…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳ ବେହେରା, ଶ୍ରାବଣୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର (କେନ୍ୟୁଜ୍‌) : ଉଜବେକିସ୍ଥାନର ତାସକେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା । ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି ମହିଳା ଭାରୋତ୍ତୋଳକ। ତାସକେଣ୍ଟରେ ଚାଲିଥିବା ସିନିଅର ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ୪୫ କିଲୋଗ୍ରାମ ବର୍ଗରେ ଝିଲି…