Browsing Tag

JHRSUGUDA AIRPORT

ସାକାର ହେଲା ପଶ୍ଚିମ ଓଡ଼ିଶାବାସୀଙ୍କ ଆଉ ଏକ ସ୍ବପ୍ନ, ଡେଣା ମେଲାଇଲା ଅତ୍ୟାଧୁନିକ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା (କେନ୍ୟୁଜ୍) : ପୂରଣ ହୋଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଉ ଏକ ସ୍ବପ୍ନ । ସ୍ବୟଂସମ୍ପୂର୍ଣ୍ଣ ବିମାନ ବନ୍ଦର ଭାବେ ଆତ୍ମପ୍ରକାଶ କରିଛି ଝାସୁଗୁଡ଼ା ବିମାନ ବନ୍ଦର । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ଏହି ଏୟାରଷ୍ଟ୍ରିପ୍ ଏବେ ହୋଇଛି ଏୟାରପୋର୍ଟ । ଶିଳ୍ପନଗରୀ ଝାରସୁଗୁଡ଼ା ପାଇଁ ଦୀର୍ଘ ଦିନର…