Browsing Tag

jhulan goswami

ଝିଅକୁ କୋଳରେ ଧରି କୋଲକତା ଗଳିରେ ବୁଲୁଛନ୍ତି ଅନୁଷ୍କା, ଖାଉଛନ୍ତି ଷ୍ଟ୍ରିଟ୍‌ ଫୁଡ୍‌; ସାମ୍ନାକୁ ଆସିଲା ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ଭାମିକା ସହିତ କୋଲକତାର ଗଳିରେ ବୁଲୁଥିବାର ନଜର ଆସିଛନ୍ତି। ଅନୁଷ୍କା ଶର୍ମା ନିଜର ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ସାରିବା ପରେ କୋଲକତାରେ ଛୁଟି କାଟୁଛନ୍ତି। ବିରାଟ ସେପଟେ ଟି-୨୦ ବିଶ୍ୱକପ ମ୍ୟାଚ୍‌ ପାଇଁ ବ୍ୟସ୍ତ ଥିବା ବେଳେ ଏପଟେ ଅନୁଷ୍କା ଫିଲ୍ମ…

ଆଉ ଦେଖିବାକୁ ମିଳିବନି ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

କେନ୍ୟୁଜ୍(ବ୍ୟୁରୋ): ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା । ଦୀର୍ଘ ୨୦ ବର୍ଷ ଧରି ଖେଳି ଆସୁଥିବା ଝୁଲଣ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌…

ଦିନିକିଆ କ୍ରିକେଟରେ ଇତିହାସ ରଚିଲେ ଝୁଲଣ ଗୋସ୍ୱାମୀ, ସାଜିଲେ ୨୫୦ ଓ୍ଵିକେଟ ନେଇଥିବା ବିଶ୍ୱର ପ୍ରଥମ ମହିଳା କ୍ରିକେଟର

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପରେ ବଡ ସଫଳତା ପାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳି ବ୍ୟାଟସମ୍ୟାନ ଟମି ବିମୋଣ୍ଟଙ୍କୁ ଏଲବିଡବ୍ଲ୍ୟୁରେ ଆଉଟ୍‌ କରି ୨୫୦ ଓ୍ଵିକେଟ ପୂରଣ କରିଛନ୍ତି। ଆଉ ଏହି ୨୫୦ ଓ୍ଵିକେଟ ନେଇ…

କୋହଲିଙ୍କ ପରେ ପଡ଼ିଆକୁ ଓହ୍ଲାଇଲେ ପତ୍ନୀ ଅନୁଷ୍କା ଶର୍ମା, ଝୁଲନ୍‌ ଗୋସ୍ୱାମୀ ଭାବେ କଲେ ଦମ୍‌ଦାର ଏଣ୍ଟ୍ରି

ବଲିଉଡ୍‌ର ଚୁଲବୁଲି ନାୟିକା ଅନୁଷ୍କା ଶର୍ମା ଏବେ ଓଟିଟିରେ କରିବାକୁ ଯାଉଛନ୍ତି ଏଣ୍ଟ୍ରି। ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧୁମ୍‌ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା। ଗତ କିଛି ବର୍ଷ ହେଲା ପରଦା ଠାରୁ ଦୂରରେ ଥିବା ଅନୁଷ୍କା…

ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା ଶର୍ମା, ବ୍ଲୁ-ୟୁନିଫର୍ମରେ ଫଟୋ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରେଗନାନ୍ସି ପରେ ସିନେ ଜଗତରୁ ଦୂରେଇ ଯାଇଛନ୍ତି। ଗତ କିଛିଦିନ ହେଲା ସେ ଝିଅ ବାମିକା ସହ ସମୟ କାଟୁଛନ୍ତି। ମାତ୍ର ଏହି ସମୟରେ ସେ ୱେବ୍‌ସିରିଜ୍‌ ପାତାଲଲୋକ ଓ ଫିଲ୍ମ ବୁଲବୁଲରେ ପ୍ରଯୋଜନା ଦେଇଛନ୍ତି। ପ୍ରଡ୍ୟୁସରଭାବେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା…

ଭାରତୀୟ ମହିଳା କ୍ରିକେଟ ଦଳ ପୂର୍ବତନ କ୍ୟାପଟେନ ଝୁଲଣ ଗୋସ୍ଵାମୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ଲିଡ଼ ରୋଲରେ ନଜର…

ଭାଗ ମୀଲଖା ଭାଗ, ମେରୀ କମ, ମହମଦ ଆଝରୁଧିନ, ମହେନ୍ଦ୍ର ସିଂ ଧୋନି ପରି ବାୟୋପିକ ନିର୍ମାଣ ହେବା ପରେ ଏବେ ମହିଳା କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଝୁଲଣ ଗୋସ୍ୱାମୀଙ୍କ ଉପରେ ଏକ ଫିଲ୍ମ ହେବାକୁ ଯାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ଗୋସ୍ଵାମୀଙ୍କ ବାୟୋପିକରେ ଆଉ କେହି ନୁହେଁ ବରଂ…