କନ୍ଧମାଳ ପାଇଁ ଉଦାହରଣ ପାଲଟିଲେ ଆଦିବାସୀ ଝିଅ ଝୁଲିମା, ବାଲ୍ୟବିବାହ ରୋକିବା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘରୁ…
ବାଲିଗୁଡା : କନ୍ଧମାଳ ପାଇଁ ଉଦାହରଣ ପାଲଟିଲେ ଆଦିବାସୀ ଝିଅ ଝୁଲିମା ମଲ୍ଲିକ। ବାଲ୍ୟବିବାହ ରୋକିବା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘରୁ ସମ୍ମାନଜନକ ଭି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦେଶର ମୋଟ ଦଶ ଜଣଙ୍କ ମଧ୍ୟରେ ଓଡ଼ିଶାର କନ୍ଧମାଳ ବାଦୁଡ଼ି ଗାଁର ଝୁଲିମା ଏକମାତ୍ର ଓଡ଼ିଆ ଭାବେ ଏହି…