Browsing Tag

jhund flm

ଆସିଲା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ର ଫାଷ୍ଟଲୁକ୍‌, ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଗାମୀ ଫିଲ୍ମ ‘ଝୁଣ୍ଡ’ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅମିତାଭଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗରାଜ ମଞ୍ଜୁଲେ। ନାଗରାଜ ହେଉଛନ୍ତି ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ସୈରାଟର…