Browsing Tag

jimut pattnaik

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତା ଜିମୂତ ପଟ୍ଟନାୟକ, ମେଗା ସିରିଏଲରେ ଅତି ନିଖୁଣ ଅଭିନୟ କରି ବାନ୍ଧି ରଖୁଥିଲେ…

କେନ୍ୟୁଜ୍(ବ୍ୟୁରୋ): ପୁଣି ଜଣେ ଓଡିଆ ହାସ୍ୟ ଅଭିନେତାଙ୍କ ମୃତ୍ୟୁ । ବିଭିନ୍ନ ସିରିଏଲ ଓ ଫିଲ୍ମ ଓ ମଞ୍ଚ ଅଭିନୟରେ ଅତି ନିଖୁଣ ହାସ୍ୟ ଅଭିନୟ କରି ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲେ ଅଭିନେତା ଜିମୂତ ପଟ୍ଟନାୟକ। ମାତ୍ର ୬୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡକ୍ତରଖାନାରେ ଆଜି ସେ ଶେଷ…