Browsing Tag

jio 5g

ଆସିଲା ଜିଓର ସବୁଠୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ୍‌, ବର୍ଷେ ପାଇଁ ପ୍ରତିଦିନ ମିଳିବ ୨.୫ ଜିବି ଡାଟା ସେ ବି କମ ମୂଲ୍ୟରେ !

ରିଲାଏନ୍ସ ଜିଓ ଏବେ ଇଣ୍ଡଷ୍ଟ୍ରି ସବୁଠାରୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ ଆରମ୍ଭ କରିଛି । ଯାହାଦ୍ୱାରା ସେ ଅନ୍ୟ ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀ ସହିତ ପ୍ରତିଦ୍ୱନ୍ଦିତା କରୁଛି । ଜିଓର ଏହି ପ୍ମାନ ୩୬୬୨ ଟଙ୍କାର ରହିଛି । ଏହି ପ୍ଲାନରେ ଅଧିକ ଡାଟା ସହିତ ଅନ୍ୟ ସୁବିଧା ମଧ୍ୟ ରହିଛି । କୌଣସି…

ଜିଓର ବେଷ୍ଟ ଡାଟା ବୁଷ୍ଟର୍ ପ୍ଲାନ୍

ଜିଓ ୟୁଜର୍ସଙ୍କ ପାଇଁ ଆସିଲା ଆଉ ଦୁଇଟି ନୂଆ ପ୍ଲାନ । ଏଥର ଶହେ କି ଦୁଇ ଶହ ନୁହେଁ ବରଂ ମାତ୍ର ତିରିଶ ତାଙ୍କ ଭିତରେ ପାଇପାରିବେ ବଢିଆ ସୁବିଧା । ଜିଓ ଦୁଇଟି ନୂଆ ଯୋଜନା ଯୋଡିଛି ଯାହା ଦୈନିକ ହାଇ ସ୍ପିଡ୍ ଇଣ୍ଟରନେଟ୍ ପ୍ୟାକ୍ ଦେବ। ଏହା ବିଶେଷତ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଡାଟା…

ଜିଓ-ଏୟାରଟେଲ ୟୁଜର୍ସଙ୍କ ପାଇଁ ଆସିଲା ଖରାପ ଖବର, ନୂଆବର୍ଷରେ କମ୍ପାନୀ ପୁଣି ବଢ଼ାଇବ ପ୍ୟାକର ଦାମ୍‌

ଯଦି ଆପଣ ଜିଓ ଓ ଏୟାରଟେଲ ୟୁଜର୍ସ ତେବେ ଆପଣଙ୍କ ପାଇଁ ଖରାପ ଖବର। ନୂଆବର୍ଷରେ ଏହି ଦୁଇଟି ବଡ଼ ଟେଲିକମ କମ୍ପାନୀ ନିଜ ୟୁଜର୍ସଙ୍କୁ ଖୁସି କରିବା ପରିବର୍ତ୍ତେ ଆଣୁଛନ୍ତି ଏକ ଖରାପ ଖବର। ନିଜ ପ୍ୟାକ ର ଭାଲ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଦୁଇଟି କମ୍ପାନୀ ଏବେ ନିଜ ୟୁଜର୍ସଙ୍କୁ ଦେବ ବଡ଼…

ବିନା କୌଣସି ନେଟଓ୍ଵାର୍କ ଇସ୍ୟୁରେ ୫ଜି ସର୍ଭିସର ଉଠାନ୍ତୁ ବଢ଼ିଆ ଫାଇଦା, ଜିଓର ୫ଜି ସର୍ଭିସ ଦେଉଛି ଏହିସବୁ ସୁବିଧା

ଯଦି ଆପଣ ୫ଜି ସେବାର ଲାଭ ଏପର୍ଯ୍ୟନ୍ତ ଉଠାଇ ନାହାଁନ୍ତି ତେବେ ଏହି ଭିଡ଼ିଓ ଦେଖି ନିଅନ୍ତୁ। ଯଦି ଆପଣ ଅସଲି ୫ଜି ନେଟଓ୍ଵାର୍କ ସର୍ଭିସର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ସର୍ଭିସକୁ ବ୍ୟବହାର କରନ୍ତୁ। ଏମିତିରେ ଆପଣ ସୁପର ଫାଷ୍ଟ ଇଣ୍ଟରନେଟ ସ୍ପିଡ ପାଇପାରିବେ। ଭାରତରେ ୫ଜି ସର୍ଭିସ…

JIO TRUE 5G: ବାଙ୍ଗାଲୋର ଏବଂ ହାଇଦ୍ରାବାଦରେ ଆରମ୍ଭ ହେଲା Jio 5G ସେବା, ଗ୍ରାହକଙ୍କୁ ମିଳିବ 1Gbps ପର୍ଯ୍ୟନ୍ତ…

ବାଙ୍ଗାଲୋର ଏବଂ ହାଇଦ୍ରାବାଦରେ ଆରମ୍ଭ ହୋଇଛି Jio 5G ସେବା। ଯାହା ଦ୍ଵାରା ଗ୍ରାହକ ପାଇବେ ଅନେକ ଲାଭ। ଏମିତିକି 1Gbps ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ମିଳିବ। ତେବେ ରିଲାଏନ୍ସ ଜିଓ 5G ସେବାକୁ ବିସ୍ତାର କରି ଆଜି ଠାରୁ ବାଙ୍ଗାଲୋର ଏବଂ ହାଇଦ୍ରାବାଦର ଦୁଇଟି ନୂତନ ସହରରେ Jio TRUE…

Jio True 5G ପାଇଁ ଫୋନ୍‌ରେ ଥିବା ଦରକାର ଏହି ସବୁ ବ୍ୟାଣ୍ଡ୍‌! ନଚେତ୍‌ ମିଳିବ ନାହିଁ 5Gର ଅନୁଭବ…

Jio True 5G ସର୍ଭିସ୍‌ ଲଞ୍ଚ୍‌ ହୋଇସାରିଛି। କମ୍ପାନୀ ନିଜର 5G ସେବାକୁ ଦେଶର ୪ ସହରରେ ବର୍ତ୍ତମାନ ପାଇଁ ଲଞ୍ଚ୍‌ କରିଛି। ଏହି ସର୍ଭିସ୍‌ ଆପଣଙ୍କୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ମିଳିବ। ଏହା ବ୍ୟତୀତ କମ୍ପାନୀ େଓ୍ଵଲକମ୍‌ ଅଫର୍‌ ମଧ୍ୟ ଜାରି କରିଛି। ଏହି ଅଫର୍‌ ଅଧୀନରେ…

ବହୁତ ଜଲଦି ଲଞ୍ଚ୍‌ ହୋଇପାରେ Jio Phone 5G , ଜାଣନ୍ତୁ କଣ ଅଛି ସ୍ପେସିଫିକେନ୍ସ ଫିଚର୍ସ ଓ କେତେ ଅଛି ଟଙ୍କା

Jio ଖୁବ ଶୀଘ୍ର ଭାରତରେ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିପାରେ। କମ୍ପାନୀ ନିଜର ନୂଆ 5G ଫୋନକୁ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଚଳାଇଛି। Jio ଗତ ବର୍ଷ ନିଜର ପ୍ରଥମ ସ୍ମାର୍ଟଫୋନକୁ ଲଞ୍ଚ୍‌ କରିଥିଲା। ବ୍ରାଣ୍ଡ ଏହି ଫୋନକୁ ଗୁଗଲ ଏବଂ କ୍ୱାଲକମ୍‌ ସହିତ ମିଶି ଲଞ୍ଚ୍‌ କରିଥିଲା। ଆଉ ଏବେ…