Browsing Tag

jio fiber

ଜିଓ ଫାଇବରର ବଢ଼ିଆ ଅଫର, ୟୁଜର୍ସଙ୍କୁ ଦେଉଛି ମାଗଣା ନେଟଫ୍ଲିକ୍ସ

ଯଦି ଆପଣ ଜିଓ ଫାଇବର କିଣିବା ଲଗାଇବା ପାଇଁ ଯୋଜନା କରୁଛନ୍ତି କିମ୍ୱା ପୂର୍ବରୁ ଆପଣ ଜିଓ ଫାଇବରର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଆପଣଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁବିଧା ଯାହା ଆପଣଙ୍କ ମନୋରଞ୍ଜନ ପାଇଁ ସହଜ ମାଧ୍ୟମ ହେବ । ଯଦି ଆପଣ ଓଟିଟି ପ୍ଲାଟଫର୍ମର…

ଜିଓର ବର୍ଷିକିଆ ପ୍ରି ପେଡ୍‌ ଫାଇବର ପ୍ଲାନ, ମିଳିବ 150Mbps ଅପଲୋର୍ଡ ଓ ଡାଉନଲୋର୍ଡ ସ୍ପିଡ

କେନ୍ୟୁଜ୍‌(ବ୍ୟୁରୋ): ଆଜିକା ଦିନରେ ଇଣ୍ଟରନେଟ ଜୀବନର ଏକ ଅଂଶ ହୋଇ ସାରିଛି । ସକାଳୁ ଉଠିବା ବେଳଠୁ ରାତିରେ ଶୋଇବା ଯାଏ ଆମେ ଇଣ୍ଟନେଟର ବ୍ୟବହାର କରୁଛୁ । ସେ ସୋସିଆଲ ମିଡିଆ ବ୍ୟବହାର ପାଇଁ ହେଉ ଅବା କୌଣସି େଓ୍ଵବସାଇଡ କାମ ହେଉ । ଏପରିକି ଯେତେବେଳେ ଆମେ ବାହାରକୁ ଯାଉଛୁ ଆମେ ପଇସା…

ନିଜ ସ୍ମାର୍ଟଫୋନ ସାହାଯ୍ୟରେ ଏବେ ଆପଣ ନିଜ ଟିଭିରେ କରିପାରିବେ ଭିଡ଼ିଓ କଲ୍‌, ବାସ୍‌ ଫଲୋ କରନ୍ତୁ ଏହି ଷ୍ଟେପ

ଏବେ ଆପଣ ନିଜ ଟିଭିରୁ କରିପାରିବେ ଭିଡିଓ କଲ୍‌। ହଁ, ଆଜ୍ଞା ଆପଣ ନିଜ ଟିଭିରେ କରିପାରିବେ ଭିଡିଓ କଲ୍‌। ଜିଓ ଫାଇବର ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର। ଜିଓ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି, ଯାହାର ନାଁ ହେଉଛି Camera On Mobile। ଏହି…

୧୫ ଦିନ ପାଇଁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ମାଗଣା ଦେଉଛି Jio; ଦୀପାବଳି ଅବସରରେ ଆସିଲା ଖାସ୍‌ JioFiber ଅଫର୍‌

ଟେଲିକମ୍ ଏବଂ ବ୍ରଡବ୍ୟାଣ୍ଡ କମ୍ପାନୀ ‘ରିଲାଏନ୍ସ ଜିଓ’ ତରଫରୁ ଫେଷ୍ଟିଭ୍‌ ସିଜନରେ ଖାସ୍‌ 'JioFiber Double Festival Bonanza' ଅଫର୍‌ ଦିଆଯାଉଛି। ଏହି ଲିମିଟେଡ୍‌ ଟାଇମ୍‌ ଅଫର୍ ଅଧୀନରେ JioFiber ଗ୍ରାହକମାନଙ୍କୁ ବଛା ବଛା ପ୍ଲାନରୁ ରିଚାର୍ଜ କରାଇ ୧୫ ଦିନ ପାଇଁ ମାଗଣା ହାଇ ସ୍ପିଡ୍…

ଜିଓଫାଇବର୍ ବୋନାଞ୍ଜା ଅଫର, ବିନା ଖର୍ଚ୍ଚରେ ପାଆନ୍ତୁ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ ବକ୍ସ, ସେଟ୍ ଟପ୍ ବକ୍ସ ଓ…

ଜିଓ ଫାଇବର ଇଣ୍ଟରନେଟ ଦୁନିଆରେ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ଲିଷ୍ଟରେ ଆଉ ଏକ ଧମାକାଦାର ପ୍ଲାନର ଶୁଭାରମ୍ଭ କରିଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଜିରୋ ପେମେଣ୍ଟ…

Airtel , JioFiber ଏବଂ TataSkyରେ ଶସ୍ତା ଦାମରେ ପାଇପାରିବେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ସହ ଫ୍ରି ସବସ୍କ୍ରିପସନ,…

ଡିଜିଟାଲ ଯୁଗରେ ଆଜିକାଲି ସବୁକିଛି ଟେକ୍ନୋଲୋଜି ଆଧାରରେ ଚାଲିଛି । ଅନେକ କାମ ଘରେ ବସି କରି ହେଉଛି । କେବଳ ଅଫିସ କାମ ନୁହେଁ ବରଂ ଆପଣ ଅନାଲାଇନ ସାହାଯ୍ୟରେ ସପିଂଠୁ ଆରମ୍ଭ କରି ଖାଦ୍ୟ ପାର୍ସଲ ଘର ପାଇଁ ମାର୍କେଟିଂ ମଧ୍ୟ କରିପାରୁଛନ୍ତି । କିନ୍ତୁ କିଛି ସମୟରେ ନେଟ ପାଇଁ ଅନେକ ସମସ୍ୟାର…

ଏଣିକି ଆପଣ ନିଜ ଟିଭିରେ କରିପାରିବେ ଭିଡିଓ କଲ୍‌ , କେମିତି କରିବେ ଜାଣନ୍ତୁ ପ୍ରୋସେସ୍‌

ଏବେ ଆପଣ ନିଜ ଟିଭିରୁ ଭିଡିଓ କଲ୍‌ କରିପାରିବେ। ହଁ, ଆଜ୍ଞା ଆପଣ ଆପଣଙ୍କ ଟିଭିରେ କରିପାରିବେ ଭିଡିଓ କଲ୍‌। ଜିଓ ଫାଇବର ୟୁଜର୍ସଙ୍କ ପାଇଁ ଖୁସିଖବର। ଜିଓ ନିଜ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି, ଯାହାର ନାଁ ହେଉଛି କ୍ୟାମେରା ଅପ୍‌ ମୋବାଇଲ…

Jio Fiberକୁ ଆପଣମାନେ ମାଗଣାରେ ବର୍ଷ ସାରା ବ୍ୟବହାର କରିପାରିବେ, ଇଣ୍ଟରନେଟ୍ ଛଡ଼ା ରହିଛି ଅନେକ ଫ୍ରି’ ସର୍ଭିସ୍,…

ରିଲାଏନ୍ସ ଜିଓ ଆସିବା ପରେ ଇଣ୍ଟରନେଟ୍ ଦୁନିଆରେ ସତେ ଯେମିତି ନିଆଁ ଲାଗିଯାଇଥିଲା । ଫ୍ରିରେ ଇଣ୍ଟରନେଟ ସେବା ପାଇବା ଫଳରେ ଲକ୍ଷ ଲକ୍ଷ କଷ୍ଟମର ଜିଓ ସହିତ ଯୋଡ଼ି ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ ରିଲାଏନ୍ସ ଜିଓ ଗ୍ରାହକମାନଙ୍କୁ ଜିଓ ଫାଇବରରେ ଯୋଡ଼ିବା ପ୍ରୟାସରେ ରହିଛି । ସେଥିପାଇଁ…

ଜିଓର ଆକର୍ଷଣୀୟ ଅଫର, ଏସବୁ ପ୍ଲାନ୍‌ରେ ମିଳିବ ଡବଲ ଡାଟା; ଜାଣନ୍ତୁ କେମିତି ଲାଭ ଉଠାଇବେ

ଦେଶର ସବୁଠୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାୟନ୍ସ ଜିଓ ପ୍ରତିଥର ଭଳି ଚଳିତଥର ମଧ୍ୟ ଏକ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ Jio Fiber ପ୍ଲସ୍‌ ଉପରେ ଡବଲ ଡାଟା ଦେବାକୁ ଘୋଷଣା କରିଛି। ଏନେଇ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। କମ୍ପାନୀ ଲଞ୍ଚ୍‌ କରିଥିବା ଅଫରରେ…

JIOର ଏହି ପ୍ଲାନ୍‌ରେ ମିଳୁଛି କ୍ୟାଶବ୍ୟାକ୍‌, ଏମିତି ଉଠାନ୍ତୁ ଫାଇଦା

ରିଲାଏନ୍ସ ଜିଓ ନିଜ ଲଙ୍ଗ୍‌ ଟର୍ମ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍ସ ପାଇଁ ନୂଆ କ୍ୟାଶବ୍ୟାକ୍‌ ଅଫର୍‌ ଆଣିଛି। ଯେଉଁ ୟୁଜରମାନେ ୬ ମାସ, ୧୨ ମାସ ଏବଂ ୨୪ ମାସର ପ୍ଲାନ୍‌ କିଣିବେ, ସେମାନଙ୍କୁ ଏବେ ୧୦ ପ୍ରତିଶତ କ୍ୟାଶବ୍ୟାକ୍‌ ମିଳିବ। ଧ୍ୟାନ ରଖିବେ, ଏହି ଅଫର୍‌ ବ୍ରୋଞ୍ଜ ପ୍ଲାନ୍‌କୁ…

Jio Fiber ଗ୍ରାହକଙ୍କ ପାଇଁ ବଡ଼ ଉପହାର, କେବଳ ୧୦୧ ଟଙ୍କାରେ ୨୦ଜିବି ଡାଟା!

ରିଲାଏନ୍ସ ଜିଓ ନିଜ ବ୍ରଡ୍‌ବ୍ୟାଣ୍ଡ Jio Fiber ଗ୍ରାହକଙ୍କ ପାଇଁ ନୂଆ ଡାଟା ଭାଉଚର ଆଣିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୦୧ ଟଙ୍କା। Jio Fiberର ନୂଆ ଡାଟା ଭାଉଚର ପ୍ଲାନ୍ସ ଜିଓର େଓ୍ଵବ୍‌ସାଇଟ ଏବଂ ମାଇଁ ଜିଓ ଆପ୍ସରେ ଦେଖାଯାଇପାରିବ। ତେବେ ଏହି ନୂଆ ପ୍ଲାନ୍ସକୁ ଦେଖିବା ପାଇଁ…