Browsing Tag

jio meet

ଜୁମ୍‌କୁ ଟକ୍କର ଦେବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କଲା JioMeet, ଏବେ ୧୦୦ ଜଣକୁ କରିପାରିବେ ଭିଡିଓ କନଫରେନ୍ସ କଲ

ଭାରତ ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିବା ପରେ ସ୍ୱଦେଶୀ ଆପ୍‌ର ଡିମାଣ୍ଡ ଏବେ ବଢିଯାଇଛି।ଚୀନର ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଭାରତୀୟ ଆପ୍‌ର ବ୍ୟବହାର ହେଉଛି। ବର୍ତ୍ତମାନର ଆବଶ୍ୟକତା ଓ ୟୁଜର୍ସଙ୍କ ପସନ୍ଦକୁ ନଜରରେ ରଖି ଜିଓ ପ୍ଲାଟଫର୍ମ ଗୁରୁବାର ଏକ ଭିଡିଓ…