କମ୍ ଟଙ୍କାରେ ଜିଓ ଆଣିଛି ଶସ୍ତା ପ୍ଲାନ! ବର୍ଷ ସାରା ମିଳିବ ଅନଲିମିଟେଡ୍ କଲିଂ ଓ ଡାଟା
କମ ମୂଲ୍ୟରେ ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ଡେରି କରନ୍ତୁ ନାହିଁ। ଦେଶର ପ୍ରମୁଖ ଜିଓ କମ୍ପାନୀ ତାର ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ଆଣିଛି ଶାନଦାର ଅଫର। ଏମିତିରେ ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ଅଫର ନେଇ ଆସିଛି ରିଲାଏନ୍ସ ଜିଓ।
ଜିଓ ନିଜ ଗ୍ରାହକଙ୍କ ପାଇଁ ସମୟ…