ଲଞ୍ଚ ହେଲା ଜିଓର ଶସ୍ତା ଫୋନ, ମାତ୍ର ୧୨୩ ଟଙ୍କା ରିଚାର୍ଜରେ ମିଳିବ ଅନେକ ଅଫର୍ସ
ଯଦି ଆପଣ ରିଲାଏନ୍ସ ଜିଓ ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । Jio Bharat J1 4G ଭାରତୀୟ ବଜାରରେ ଜିଓ ଦ୍ୱାରା ଲଞ୍ଚ ହୋଇଛି । ଗତ ବର୍ଷ ରିଲାଏନ୍ସ ଜିଓ ଦ୍ୱାରା ଜିଓ ଭାରତ ସିରିଜ୍ ଲଞ୍ଚ ହୋଇଥିଲା । Jio ବର୍ତ୍ତମାନ Jio Bharat J1 4G କୁ ସାମିଲ କରିବା…