ଧମାଲ କଲା Jio, ୩୦୦୦ ଟଙ୍କାରୁ ବି କମ୍ ଦାମରେ ମିଳୁଛି ଏହି ଫୋନ ଯେଉଁଥିରେ ରହିଛି ହ୍ଵାଟ୍ସଆପ୍
Reliance Jio କିଛି ଦିନ ପୂର୍ବରୁ କମ୍ ଦାମର JioPhone Prima 4G ଲଞ୍ଚ କରିଛି ଏବଂ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଏହି ଶସ୍ତା ଫୋନର ସେଲ୍ ଆରମ୍ଭ ହୋଇଯାଇଛି । ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ ।…