ଲଞ୍ଚ ହେଲା Jioର ନୂଆ ପ୍ଲାନ୍, ଏୟାରଟେଲରୁ ମିଳିବ ଅଧିକ ଡାଟା
IPL ୨୦୨୪ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ଜିଓ ୟୁଜରଙ୍କ ପାଇଁ ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରିଛି । ଏହି ନୂଆ ଜିଓ ପ୍ଲାନର ଦାମ୍ ୪୯ ଟଙ୍କା ରହିଛି, ତେବେ ଏହି ପ୍ଲାନ୍ ସିଧାସଳଖ ଏୟାରଟେଲ ୪୯ ପ୍ଲାନ୍ କୁ ଟକ୍କର ଦେବ । ଜିଓର ନୂଆ ପ୍ଲାନ୍ ବିଷୟରେ ଆସନ୍ତୁ ଜାଣିବା ।
୪୯…