ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବେଷ୍ଟ ପ୍ଲାନ୍, ମିଳିବ ୯୦୦GB ରୁ ଅଧିକ ଡାଟା ଏବଂ ଅନଲିମିଟେଡ କଲିଂ
ଯେତେବେଳେ ବି ଟେଲିକମ୍ ସେକ୍ଟର ବିଷୟରେ କଥାବାର୍ତ୍ତା କରାଯାଇଥାଏ, ସେତେବେଳେ ରିଲାଏନ୍ସ ଜିଓର ନାମ ପ୍ରଥମେ ଆସିଥାଏ । ତେବେ ଜିଓ ବର୍ତ୍ତମାନ ପାଇଁ ଦେଶର ଏକ ନମ୍ବର ଟେଲିକମ୍ କମ୍ପାନୀ । ୪୪ କୋଟିରୁ ଅଧିକ ଲୋକ ଏହାର ସିମ୍ ବ୍ୟବହାର କରନ୍ତି ଏବଂ ଏହାର ବ୍ୟବହାର ଦିନକୁ ଦିନ ବଢି ଚାଲିଛି ।…