ଗ୍ରାହକଙ୍କୁ ଝଟ୍କା! ମହଙ୍ଗା ହେଲା Jio ରିଚାର୍ଜ ପ୍ଲାନ, ୧ ଡିସେମ୍ବରରୁ ହେବ ଲାଗୁ; ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ସାଧାରଣ ଲୋକଙ୍କୁ ଝଟକା ! ଖାଦ୍ୟ ସାମଗ୍ରୀ ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ, ଫୋନରେ କଥା ହେବା ଏବଂ ଇଣ୍ଟରନେଟ୍ ଚଳାଇବା ମଧ୍ୟ ମହଙ୍ଗା ପଡିଛି । ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ଗୁଡିକ ମଧ୍ୟ ମହଙ୍ଗା କରିଛନ୍ତି…