Browsing Tag

Jio’s 5G service

ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ ଓ ସମ୍ବଲପୁରରେ ଆଜିଠୁ ଆରମ୍ଭ ହେଲା ୫ଜି ସେବା

ଭୁବନେଶ୍ୱର (କେନ୍ୟୁଜ): ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତ ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି । ଏଥିମଧ୍ୟରୁ ଅଧିକାଂଶ ସହରରେ…

ଆଜି ଦଶହରା ଅବସରରେ ଲଞ୍ଚ ହେବ ଜିଓ ୫ଜି ସର୍ଭିସ, ଦେଶର ୪ଟି ସହରର ୟୁଜର୍ସଙ୍କୁ ମିଳିବ ମାଗଣା ଅଫର

ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି । ଆଜି କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ଆଜି ଠାରୁ ଉଠାଇ ପାରିବେ । କମ୍ପାନୀ ଏହି ସର୍ଭିସ ସହିତ ୱେଲକମ ପ୍ଲାନର ମଧ୍ୟ ଘୋଷଣା କରିଛି ।…