ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ କୋଭିଡ ପଜିଟିଭ, ଜୋ ବାଇଡେନଙ୍କ ଭାରତ ଗସ୍ତରେ ପଡ଼ିବ କି ପ୍ରଭାବ ?
ଜୋ ବାଇଡେନଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ କୋଭିଡ ସଂକ୍ରମିତ ହୋଇଛନ୍ତି । ପରୀକ୍ଷା ପରେ ଆମେରିକା ଫାଷ୍ଟ ଲେଡି ଜିଲ୍ ବାଇଡେନ କୋଭିଡ ପଜିଟିଭ ଥିବା ଜଣା ପଡିଛି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଜିଲ୍ ବାଇଡେନ ସଂକ୍ରମିତ ଜଣା ପଡିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କର…