BSNL ରେ ଖାଲିପଡିଛି ୧୧୭୦୫ ଜୁନିଅର ଟେଲିକମ୍ ଅଫିସର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ
ଆଜିକାଲିର ଯୁବପିଢି ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଉ ଯଦି ଟେଲିକମ୍ରେ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ଖୁସି ଖବର । ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ରେ ୧୧୭୦୫ ପଦବୀ ଖାଲିପଡିଛି । ଏଠାରେ ଜୁନିଅର ଟେଲିକମ୍ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ…