ବିବାହ ଉତ୍ସବରେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ବରର ବାପା ମା’ ସହିତ ୬୦ ଲୋକ ଜୀବନ୍ତ ଦଗ୍ଧ, ୫ ମୃତ
ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ବରର ମାତା ପିତା ଏବଂ ଭଉଣୀ ସମତେ ୬୦ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଯୋଧପୁରର ଶେରଗଡରେ ବିବାହ ଉତ୍ସବରେ ଏଭଳି ଅଘଟଣା ଘଟିଛି। କିଛି ଗାଁ ଲୋକଙ୍କ ସହାୟତାରେ ନିଆଁ ଉପରେ ନିୟନ୍ତ୍ରଣ ପାଇଥିଲେ। ବରର…