ସ୍କୁଲରୁ ଫେରୁଥିବା ବେଳେ ଭାଇ-ଭଉଣୀକୁ ଭୁକିଲା କୁକୁର, ଜୀବନ ବିକଳରେ ଦୌଡିବା ବେଳେ ମାଡିଗଲା ଟ୍ରେନ
ରାଜସ୍ଥାନ ଯୋଧପୁରରେ କୁକୁର ଯୋଗୁଁ ଚାଲିଗଲା ଦୁଇ ଭାଇ ଭଉଣୀଙ୍କ ଜୀବନ । ଭାଇ ଭଉଣୀ ସ୍କୁଲରୁ ଫେରୁଥିବା ବେଳେ କୁକୁର ଭୁକିବାରୁ ଉଭୟ ଭୟରେ ଦୌଡିଥିଲେ । ସେମାନେ ଦୌଡିବାରୁ ମାଲଗାଡି ସାମ୍ନାକୁ ଚାଲିଯାଇଥିଲେ ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ସାରଣ ନଗର ବନାଡ କେଣ୍ଟ ରେଲେଓ୍ଵ…